ଶ୍ରୀଜଗନ୍ନାଥ ମହାପ୍ରଭୁ ‘କୁଣ୍ଢାକୁଣ୍ଢିର ଦିଅଁ

ବଣଭୋଜି ବେଶ

ଶ୍ରୀଜଗନ୍ନାଥ ମହାପ୍ରଭୁ ‘କୁଣ୍ଢାକୁଣ୍ଢିର ଦିଅଁ ଲେଖକ/ କବି: ଶ୍ରୀ ସନତ କୁମାର ଦାଶ Author/ Poet: Shree Sanatkumar Das ….. ଶ୍ରୀଜଗନ୍ନାଥ ମହାପ୍ରଭୁ ‘କୁଣ୍ଢାକୁଣ୍ଢିର ଦିଅଁ ‘ ? ଭକ୍ତକବିଙ୍କ ବ୍ୟାଜ ସ୍ତୁତି ଓ ଜନୈକ ଘୋଷକଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥକରଣ —————————————————————————– ରଥଯାତ୍ରାର ଧାରା ବିବରଣୀ ଦେଲା ବେଳେ ଗୁଡ଼ାଏ ଅଶାସ୍ତ୍ରୀୟ ଅମୂଳକ ଓ ଭିତ୍ତିହୀନ କଥା ଘୋଷକମାନେ ଉଚ୍ଚ ସ୍ବରରେ କହି ଯାଉଛନ୍ତି ଯାହା ସମଗ୍ର ବିଶ୍ବବାସୀ ଶୁଣୁଛନ୍ତି ; ଅନ୍ୟମାନେ ଓଡ଼ିଆ ନ ବୁଝିଲେ ମଧ୍ୟ ଅନ୍ତତଃ ବିଶ୍ବ ବ୍ଯାପି ରହିଥିବା ଓଡ଼ିଆମାନେ ତ ଶୁଣୁଛନ୍ତି ! କଥା ଛଳରେ ଭ୍ରାନ୍ତିର ବଣ୍ଟନ ଅନୁଚିତ । ଦୂରଦର୍ଶନ ଚ୍ଯାନେଲ ମାନଙ୍କର କର୍ତ୍ତୃପକ୍ଷ ଏ’ ଦିଗରେ ଯତ୍ନବାନ୍ ହେବେ ବୋଲି ଆଶା କରୁଛୁ । ଭକ୍ତକବିମାନେ ଯେତେବେଳେ ନିନ୍ଦା ଛଳରେ ମହାପ୍ରଭୁଙ୍କର ଗୁଣଗାନ କରନ୍ତି,…

Read More

ମୌଜବେଗ : ମଧୁକଙ୍କଣ ଗୌରାଙ୍ଗ

ମୌଜବେଗ- ମଧୁକଙ୍କଣ ଗୌରାଙ୍ଗ

ମୌଜବେଗ : ମଧୁକଙ୍କଣ ଗୌରାଙ୍ଗ ଲେଖକ/ କବି: ଶ୍ରୀ ସନତ କୁମାର ଦାଶ Author/ Poet: Shree Sanatkumar Das ….. ମୌଜବେଗ : ମଧୁକଙ୍କଣ ଗୌରାଙ୍ଗ ସନତ୍ କୁମାର ଦାସ ପ୍ରଭୁଟି ସରଳ ଯେଡ଼େ ସେଡ଼ିକି ସରଳ ଅବା ସେ ପଲ୍ଲୀର ଲୋକେ ବେଗି ମିଳିଯାଏ ସେଠି ତା’ ଅମୃତ ପ୍ରେମର ମଉଜ ସେଥିପାଇଁ ‘ମୌଜବେଗ’ ନାଆଁ ଲୋକ ମୁଖେ ! ବଳଙ୍ଗମା ଦେବ ନଦୀ ଭାର୍ଗବୀର ତଟେ ଶୁଦ୍ଧାହାରୀ ବଇଷ୍ଣବ ବସତିଟି ଖଟେ ମହାପ୍ରଭୁ ଅଙ୍ଗଲାଗି ବସ୍ତ୍ରର ବୟନେ ମଜ୍ଜି ଥାଏ ଦିବାନିଶି ହରିନାମ ଗାନେ ଅତଏବ ମଣିମାରେ କା’ର କେତେ ନିଷ୍ଠା ସାନ ବଡ଼ ଦୁଇ ମଠ ପରଖନ୍ତି ସବୁ ପରାକାଷ୍ଠା ସେ ମଧୁର ପ୍ରତିଯୋଗ ଗ୍ରାମବାସୀଙ୍କର ପ୍ରଚାଳିତ ନିମ୍ନ ପ୍ରାଣେ ପ୍ରଚୋଦିତ କରି ଅଜାଣତେ ବିଭୁ ଦିଗେ କରେ ଆଗୁସାର !…

Read More

ଗୋପବନ୍ଧୁ ତୈଳଚିତ୍ରର ଇତିବୃତ୍ତ : ରାଜନୀତିରେ ଅଧ୍ୟାତ୍ମର ଭୂମିକା

ଗୋପବନ୍ଧୁ ତୈଳଚିତ୍ରର ଇତିବୃତ୍ତ : ରାଜନୀତିରେ ଅଧ୍ୟାତ୍ମର ଭୂମିକା

ଗୋପବନ୍ଧୁ ତୈଳଚିତ୍ରର ଇତିବୃତ୍ତ : ରାଜନୀତିରେ ଅଧ୍ୟାତ୍ମର ଭୂମିକା ଲେଖକ/ କବି: ଶ୍ରୀ ସନତ କୁମାର ଦାଶ Shree Sanatkumar Das ….. ତାଙ୍କରି କବିତାର ଛତ୍ରେ ଛତ୍ରେ ତାଙ୍କ କବି ମାନସର ଉତ୍ତରଣ ବେଶ୍ ପ୍ରତିପାଦିତ । ଗୋଟାଏ ସ୍ତରରେ ଲେଖିଛନ୍ତି , ” ଅବନ୍ଧୁ ଜୀବନ ଅସୂର୍ଯ୍ୟମହୀ। ଦେହଧାରୀ କିଏ ପାରିବ ସହି ? ” ଅର୍ଥାତ୍ ମୂଲ୍ୟବୋଧର ମନୁଷ୍ୟ ନିଶ୍ଚିତ ଭାବରେ ଅନ୍ୟ ମାନଙ୍କୁ ଭଲ ପାଇବ। ମାତ୍ର ଧରଣୀର ନଶ୍ୱରତାର ଅନୁଚିନ୍ତନରେ ତାଙ୍କର ପରବର୍ତ୍ତୀ ସ୍ତରର ବ୍ୟାକୁଳତା ଆହୁରି ସାନ୍ଦ୍ର : ” ଜୀବନ କି ଖାଲି ନିରାଶାର ବାଲି ମରୁ-ମରୀଚିକା ସେନେହ ପ୍ରୀତି ତେବେ କି ଆଶାରେ କହ ଏ’ ସଂସାରେ ପର ଲାଗି ନର ମରୁଛି ନିତି ? ” (- ବ୍ୟଥିତ ପ୍ରାଣର ଅନ୍ତିମ ଅଶ୍ରୁ )…

Read More

ଚମକ ନମକ : ବଣିବକ୍ରେଶ୍ୱର

ଚମକ ନମକ - ବଣିବକ୍ରେଶ୍ବର

ଚମକ ନମକ : ବଣିବକ୍ରେଶ୍ୱର ଲେଖକ/ କବି: ଶ୍ରୀ ସନତ କୁମାର ଦାଶ Shree Sanatkumar Das ….. ଚମକ ନମକ : ବଣିବକ୍ରେଶ୍ୱର © ସନତ୍ କୁମାର ଦାସ ନୈଷଧ କାବ୍ୟର ହଂସ ନ ହେଉ ଶିବ ଶିବ ଅବତାର ନ ହେଉ ସେ ଶୁକ ପାରମହଂସ୍ୟ  ଶିବରହସ୍ୟର ଶ୍ରୋତା ନୋହୁ ଶଙ୍କର ନିଜେ ଭାସ୍ୱର କପୋତ ସେ ମହାତପା ଶିବା ଚକ୍ଷୁର ଉପମା ଯୋଗ୍ୟ ନୋହୁ ଖଞ୍ଜନ ପକ୍ଷୀ ନୋହୁ ବା ମୟୂର ଶିବପୁତ୍ରର ତୁଚ୍ଛା ସେ ନିରିମାଖୀ ଜଗତ ଚକ୍ଷେ ଗଣ୍ୟ ନ ହେଉ ତୁଚ୍ଛ ବିହଗ ‘ବଣୀ’ ସେ କିନ୍ତୁ ଦେଇଛି ଶିବ ଚମକରେ ସତ୍ୟ ପ୍ରତୀତି ଆଣି ଶିବଲିଙ୍ଗର ଗୋପନ ତଥ୍ୟ , ଶିବ ଚେତନାରେ ଧନୀ ॥   ସର୍ବଭୂତର ହୃଦୟେ ଚମକି ଉଠି ଶାଙ୍କରୀ ଜ୍ୟୋତି ବିବେକୀ…

Read More

କୋଣାର୍କ : ଏକ କ୍ଷମାପନ

କୋଣାର୍କ ଏକ କ୍ଷମାପନ

କୋଣାର୍କ : ଏକ କ୍ଷମାପନ ଲେଖକ/ କବି: ଶ୍ରୀ ସନତ କୁମାର ଦାଶ Shree Sanatkumar Das ….. କୋଣାର୍କ : ଏକ କ୍ଷମାପନ ଶ୍ରୀ ସନତ୍ କୁମାର ଦାସ ” ସୁମନ୍ଯୁ କେବଣ ତପୋଧନ କହ ସାଗର ସେ କେଉଁ ଅପ୍ସରୀ ? ଚନ୍ଦ୍ରଭାଗା କି ସେ ଦୁହିଁଙ୍କ ଝିଅ ? ସୂର୍ଯ୍ୟ ତା’ ବଳାତ୍କାରୀ ? ଋଷି ଅଭିଶାପେ ସାଗର ପ୍ରକୋପେ ଭଗ୍ନ ସେ କୋଣାରକ ! କଳ୍ପନା ହାଦେ ଏ’ କେଉଁ ପ୍ରମାଦେ ଘେନି ଗଲା ନିଧଡ଼କ !! ସତ୍ଯର ଯେବେ ଅପଳାପ ହୁଏ କଳ୍ପନା ପଥ ହୁଡ଼ି କବି ପରାଭବେ ଦଣ୍ଡିତ ହୁଏ ତମସାରେ ଯାଏ ବୁଡ଼ି ଏଇ ପରାଭବୁ ମୋ’ ସ୍ନେହର ବାବୁ ମୁକ୍ତ କରିବୁ ମୋତେ। “   ପ୍ରତ୍ଯାଶା ଭାରେ ଭାବଲୋକେ ଥରେ କବିବର ରାଧାନାଥେ କାବ୍ୟଧାରାର…

Read More

Sample Post: ଶ୍ରୀ ସନତକୁମାର ଦାଶ Shree Sanatkumar Das

Suravi Digital Magazine in Odia

ଲେଖକ ଶ୍ରୀ ସନତକୁମାର ଦାଶଙ୍କ ନମୁନା ପୃଷ୍ଠାକୁ ସ୍ୱାଗତ । Welcome to Sample Post of Author Shree Sanatkumar Das. ….. ….. ….. Shree Sanatkumar Das ….. ଶ୍ରୀ ସନତକୁମାର ଦାଶ ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ: “Facebook”  Article Source Inspiration, Reference: Personal, News papers, Books & Internet  Image Source: Personal or Internet  Tag: Sanatkumar Das ସନତକୁମାର ଦାଶ © Copyright Reserved by the Author  ଏହି ଲେଖାଟି ପଢିଥିବାରୁ ଅଶେଷ ଅଶେଷ ଧନ୍ୟବାଦ । ଲେଖକଙ୍କୁ ଓ “ସୁରଭି ଓଡିଆ” ପରିବାରକୁ ଉତ୍ସାହିତ କରିବା ପାଇଁ ଲେଖାକୁ (୧) ଏହି ୱେବ୍ସାଇଟ (ସୁରଭି ଓଡିଆ)ରେ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ ।…

Read More