ପୂର୍ଣ୍ଣିମା, କୁମାରପୂର୍ଣିମା

କୁମାରପୂର୍ଣିମା

ପୂର୍ଣ୍ଣିମା, କୁମାରପୂର୍ଣିମା ***************** ଲେଖକ/ କବି: ଶ୍ରୀ ସୁଧିରାଜ ରାଉତ ——————– ଏବେ ଆମ ପଣ୍ଡିତମାନେ ଚନ୍ଦ୍ରର ପ୍ରଭାବ, ପୂର୍ଣ୍ଣିମାର ପ୍ରଭାବକୁ ଏଇ ଭାବରେ ବୁଝାଉଛନ୍ତି – ଚନ୍ଦ୍ରର ଉଦୟ, ଅସ୍ତ, ପୂର୍ଣ୍ଣିମା, ଆମାବାସ୍ୟା ଯେଭଳି ସମୁଦ୍ରକୁ ପ୍ରଭାବିତ କରେ ; ସେଇ ଭାବେ ମନୁଷ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ରହିଛି କାରଣ ମନୁଷ୍ୟ ଶରୀର ସର୍ବାଧିକ ଜଳ ଦ୍ୱାରା ସୃଷ୍ଟ … ଇତ୍ୟାଦି । ପ୍ରତି କଥାକୁ ବିଜ୍ଞାନ ଢ଼ଙ୍ଗରେ ବୁଝିବା କଣ ନିହାତି ଦରକାର ? ଏହା ନୂଆ ଭାବେ କୁସଂସ୍କାର, ଅନ୍ଧ ଅନୁକରଣ ନୁହେଁ କି ? ଫୁଲଟିଏ ଦେଖିଦେଲେ ଆମ ମନ ଓ ଚେତନା ଯଦି ପ୍ରଭାବିତ ହୋଇଉଠୁଛି … ଚନ୍ଦ୍ର ଯେ କେତେ ଅସାଧାରଣ ଭାବେ ଆମ ମନ ଓ ଚେତନାକୁ ପ୍ରଭାବିତ କରୁଥିବ ଏହାକୁ ବିଜ୍ଞାନ ବାଟରେ…

Read More