ଜନ୍ମାଷ୍ଟମୀ (୩): ନନ୍ଦୋତ୍ସବ 

ଜନ୍ମାଷ୍ଟାମୀ

ଜନ୍ମାଷ୍ଟମୀ (୩)/ ନନ୍ଦୋତ୍ସବ  କବି: ଶ୍ରୀ ବୈକୁଣ୍ଠନାଥ ଖଟୁଆ  Shree Baikunthnath Khatua  ******************************* ( ଭଗବାନ୍ ବିଷ୍ଣୁଙ୍କର ଅସଂଖ୍ୟ ଅବତାର, ସେଥିରୁ ବଛାବଛି କରି ୨୪ଟି ଅବତାରକୁ ଗ୍ରହଣ କରାଯାଏ । ଏହି ଚବିଶଟିରୁ ୧୦ ମହା ଅବତାର ଓ ୧୪ ଲଘୁ ଅବତାର । ଶ୍ରୀଜୟଦେବକୃତ ଗୀତଗୋବିନ୍ଦରେ ୧୦ଟି ଅବତାର କଥା ବର୍ଣ୍ଣନା ରହିଛି । ବର୍ତ୍ତମାନ ମୋ ଲେଖାରେ ଭଗବାନ୍ ବିଷ୍ଣୁଙ୍କର ୨୪ ଅବତାର କଥା ଗୀତରେ ଲେଖିଛି ) ହେ କୃଷ୍ଣ ଅଟ ତୁମ୍ଭେ ବିଷ୍ଣୁ ଅବତାର ଯୁଗେ ଯୁଗେ ଜନ୍ମ ନେଲ ତୁମ୍ଭେ ବାର ବାର ॥ ଦୁଷ୍ଟକୁ ସଂହାର କରି ଶିଷ୍ଟକୁ ଆକଟ ଗୋପରେ ଗୋଇଲୀଳା କରିଲ ପ୍ରକଟ ॥ ପ୍ରଥମରେ ସନକାଦି ଧର୍ମ ଆଚାରିଲେ ଦ୍ଵିତୀୟେ ଯଜ୍ଞ, ମନୁ-ଶତରୂପା ରକ୍ଷା କଲେ ॥ ତୃତୀୟେ ନାରଦ-ପ୍ରଜାପତି ବୁଝାଇଲେ…

Read More

ଜନ୍ମାଷ୍ଟମୀ (୧)

ଜନ୍ମାଷ୍ଟାମୀ

ଜନ୍ମାଷ୍ଟମୀ (୧)/ ନନ୍ଦୋତ୍ସବ  ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ  Shree Baikunthnath Khatua  ******************************* ଶ୍ରୀକୃଷ୍ଣଙ୍କର ଜନ୍ମ ଆଜକୁ ୫,୨୪୯ ବର୍ଷ ପୂର୍ବେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଇଂରେଜୀରେ ୧୯ ଜୁଲାଇ , ୩,୨୨୮ ଖ୍ରୀ.ପୂ. ମଥୁରାରେ କଂସର ବନ୍ଦୀଶାଳା/ କାରାଗାରରେ ଜନ୍ମ ନେଇଥିଲେ । ସେଇ ଦିନକୁ ଭାରତୀୟମାନେ ମନେ ରଖି ଜନ୍ମଦିନ ପାଳନ କରୁଛନ୍ତି । ଭଗବାନ୍ ଶ୍ରୀକୃର୍ଷ୍ଣ ୧୨୫ ବର୍ଷ ଜୀବିତ ରହି ତାଙ୍କର ଦେହାବସାନ ଘଟିଥିଲା । ତାଙ୍କ ଦେହାବସାନ ୫,୧୧୭ ରେ ହୋଇଥିଲା । ତାଙ୍କ ଦେହାବସାନ ପରେ କଳି ପ୍ରବେଶ କଲା ବା କଳିଯୁଗ ଆରମ୍ଭ ହେଲା । ଶ୍ରୀକୃଷ୍ଣଙ୍କୁ କେହି କେହି ଗଉଡ କହନ୍ତି ଆଉ କେହି କେହି କ୍ଷେତ୍ରୀୟ କହନ୍ତି । ଯେତେବଳେ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କ ପକ୍ଷରେ ମଧ୍ୟସ୍ଥତା କରି ପାଞ୍ଚୋଟି ପଡା…

Read More

ବିଦଗ୍ଧ ପ୍ରେମୀଙ୍କ କାହାଣୀ

ବିଦଗ୍ଧ ପ୍ରେମୀଙ୍କ କାହାଣୀ ଲେଖକ: ଶ୍ରୀ ସୁଶାନ୍ତ ପୁରୋହିତ ପାର୍ଥ

ବିଦଗ୍ଧ ପ୍ରେମୀଙ୍କ କାହାଣୀ ଲେଖକ: ଶ୍ରୀ ସୁଶାନ୍ତ ପୁରୋହିତ ପାର୍ଥ ମୋର ସବୁଦିନ ଅଭ୍ୟାସ ସକାଳେ ପ୍ରାତଃ ଭ୍ରମଣ ରୁ ଫେରି ପ୍ରାୟ 6 30 ରେ କପେ ଚା ଧରି ବାରଣ୍ଡା ରେ ଥିବା ଆରାମଦାୟକ ବେତ ଚଉକିରେ ବସିବି ଓ ସକାଳୁ ଖବରକାଗଜ ପିଲା ଟି ସେଇଠି ଦେଇଯାଇଥିବା ଖବର କାଗଜ ଓଲଟେଇବି । ବାରଣ୍ଡା ର ଅବସ୍ଥିତି ଏପରି ଯେ ପଡ଼ା ଭିତର କୁ ଯାଇଥିବା ରାସ୍ତା ର ବୁଲାଣି ସେଇ ଜାଗା ରେ ଓ ଘର ସମ୍ନା ରେ ଗୋଟିଏ ଖାଲି ପ୍ଲଟ କାହିଁ କେତେଦିନରୁ ସେମିତି ପଢିଛି । ପ୍ଲଟ କୁ ଲାଗିଥିବା ଡାକ୍ତର ସାହେବ ଙ୍କ ଘର । ସେହି ପ୍ଲଟ ଟି ଖାଲି ପଡ଼ିଥିବାରୁ ସେଇଠି ସମସ୍ତେ ମଇଳା ଆବର୍ଜନା ପକେଇବା ସ୍ୱାଭାବିକ । ତେଣୁ ଡାକ୍ତର…

Read More

ସରସ୍ୱତୀ ପୂଜା

ସରସ୍ୱତୀ ପୂଜା ଲେଖକ: ଶ୍ରୀ ହରେକୃଷ୍ଣ ସାହୁ   ମୁଁ ସପ୍ତମ ଶ୍ରେଣୀରେ ପଢ଼ୁଥିଲି। ସୁଧାଂଶୁ, ରଣଜିତ୍, ଅସିତ୍ ପତି-କୁନିଆନା’ଙ୍କ ସାନଭାଇ ବାବୁଲି ସମସ୍ତେ ପାଠ ପଢ଼ୁଥିଲେ। ସପନ, କଟିଆ, ଡଗରା ଆଉ ତା’ଭାଇ ପାଗଳା ପାଠ ପଢ଼ୁ ନ ଥିଲେ। ଆମେ ସବୁ ସାଙ୍ଗ। ନଟୁ, ଆଲି, ରିଂଗ, ସ୍କୁଲ ଓ ଗୁଡ଼ିଉଡା଼ର ସାଙ୍ଗ। ସକାଳେ ମାରପିଟ ଲାଗି ଝଗଡ଼ା ହେଲେ କଟି ପଡ଼ିଯାଏ। ପୁଣି ସଞ୍ଜ ବେଳକୁ ଏକାଠି। ଆମ ଦେଉଳସାହି ଛୁଆଙ୍କର ସଂଗଠନ ଖୁବ ଶକ୍ତ। ଜଗନ୍ନାଥ ମନ୍ଦିର ଚାରି କଡ଼କୁ ଦେଉଳସାହି କୁହାଯାଏ। ଆମ ଦଳଟିର ବା ସମସ୍ତଙ୍କ ଘର ଠିକ ମନ୍ଦିରର ସାମ୍ନା ଗଳିରେ। ଆମଘର ଆଗରେ ବଡ଼ପଣ୍ଡାଙ୍କ ଘର। ତେଣୁ ଆମ ସାହିର ପ୍ରସିଦ୍ଧି ଅଧିକ। ଅନେକ ସାହିର ଛୁଆ ଗଣେଶ ପୂଜା ଓ ସରସ୍ୱତୀ ପୂଜା କରନ୍ତି।…

Read More

ଆଫଗାନିସ୍ଥାନକୁ ମୁଣ୍ଡରେ ବୋହିଥିବା ଭାରତୀୟ

ଆଫଗାନିସ୍ଥାନକୁ ମୁଣ୍ଡରେ ବୋହିଥିବା ଭାରତୀୟ ଲେଖକ: ହରେକୃଷ୍ଣ ସାହୁ ଆଫଗାନିସ୍ଥାନରେ ଲୋକେ କେମିତି ଅଛନ୍ତି। କିପରି ଦୁଃଖମାନ ସହୁଛନ୍ତି ତାହା କେବଳ ଅନୁମାନ ସାପେକ୍ଷ। କେବଳ ଖବର ଓ ଭିଡିଓ ଚିତ୍ର ଦେଖି ଅନୁଭବ କରିବା କଥା। ଯାହା ସତ ଅନୁଭବ ତାହା ଆମଠାରୁ ଅନେକ ଦୂରରେ। କାରଣ ରସଗୋଲା ବିଷୟରେ ପଢ଼ିଲେ ପାଟି ମିଠା ହେବନାହିଁ। ମଦ ପିଉଥିବା ଲୋକକୁ ଦେଖିଲେ ଆଦୌ ନିଶା ହେବନାହିଁ। ଅଥଚ ଆମେ ଭାରତୀୟମାନେ ଆଫଗାନିସ୍ଥାନ ଦୁଃଖରେ ମିଛି ମିଛିକା ବିଗଳିତ ହୋଇଯାଉଛନ୍ତି। ଏସବୁ ଏକଦମ୍ ମିଛ। କାରଣ ତାଙ୍କ ଦୁଃଖରେ ଶୋକ ପ୍ରକଟ କରିବା ବଦଳରେ ଆମେ ଏଠି ତାଙ୍କୁ ପରିହାସ କରୁଛନ୍ତି। ସେମାନେ ସୁନ୍ନି ହୋଇଥିବାରୁ ସିହାଙ୍କ ଦ୍ୱାରା ଅତ୍ୟାଚାରିତ ହେଉଛନ୍ତି ଆଉ ଆମେ ସେଥିରୁ ପାଶବିକ ଆନନ୍ଦ ପାଉଛନ୍ତି। ବଢ଼ିଆ ହୋଇଛି। ମୁସଲମାନ ମୁସଲମାନର ଶତ୍ରୁ…

Read More

Self Repairing Materials

Self Repairing Materials Science Fact Collection By Ranjita Patro   Now a days, As we are living in the advanced age, we are more dependent on technology, laptop, electrical equipment etc. The mechanical disruption in these device also creates problem. In case of the mechanical failure the only solution is repair or sometimes replace the item. The repairing of these items with external interface decreases the life of the equipment and increases the maintenance cost exponentially. Such repairs are difficult in case of spacecraft where intervention is also dangerous to…

Read More

ବିଜୟ ବୈଜୟନ୍ତୀ

ବିଜୟ ବୈଜୟନ୍ତୀ ଲେଖା: ଅଧ୍ୟାପକ ଶ୍ରୀ ହିମାଂଶୁ ଶେଖର ରଥ ଅଫିସ୍ ରୁ ଫେରି ଶାନ୍ତି  ରେ କିଛି  ସମୟ  ବିତେଇବା ଲକ୍ଷ ନେଇ ଲନ୍ ରେ ପଦଚାରଣ କରୁଥିଲା କିରଣ । ବହୁଦିନର ଝାମେଲା ତୁଟିଲା । ଭାବୁଥିବା ଆଶା ଫଳବତୀ ହେଇଚି ।  ତଥାପି  ମନଟା କାହିଁକି ହାଲ୍‍କା ଲାଗୁନି କୋଉଠି କିଛି ଭୁଲ୍ କରିଛି କି ସେ । ଏତେ ଦିନର ବୁଝାମଣାକୁ ପାଦରେ ଠେଲିଦେଇ ସେ କଣ ଠିକ୍  କରିଚି କି ଭୁଲ୍ କରିଚି ସେ ହିସାବ କରିବା ହୁଏତ ଏତେ ସହଜ ନୁହେଁ    ଯଦିଓ ତଥାପି  କଣ କରିଥାନ୍ତା ସେ । ବିଧୁଶେଖର ବି କିଛି ଶୁଣିଲେନି ତା କଥା । ଭାରି ଜିଦିଆ ସ୍ୱାଭିମାନୀ ବି । ମୋ ମାନସିକତାକୁ ବୁଝିଲେନି ବୋଲି  ବିରକ୍ତ ରେ ଅନେକ ଥର …

Read More

ନିରୁଦ୍ଧିଷ୍ଟ ଯାତ୍ରା

niruddhista

ନିରୁଦ୍ଧିଷ୍ଟ ଯାତ୍ରା ଲେଖା: ଅଧ୍ୟାପକ ଶ୍ରୀ ହିମାଂଶୁ ଶେଖର ରଥ ହଠାତ ନିଦରୁ ଉଠି ପଡିଲା ନିଶିକାନ୍ତ । ଝରକା ଖୋଲି ଦେଖିଲା, ନିଶା ଗର୍ଜୁଛି । ମେଞ୍ଚାମେଞ୍ଚା  ଅନ୍ଧାର । ସକାଳ ହେବାକୁ ଆହୁରି ଡେରି ଅଛି । ଖଟ ଉପରେ ସ୍ତ୍ରୀ ଓ ପୁଅ ଗାଢ ନିଦ୍ରା  ଯାଇଛନ୍ତି । ଆଖି ପୁରାଇ ବଡ କୃତଜ୍ଞତା ଓ ଆହ୍ଲାଦରେ ଟିକିଏ ଚାହିଁଲା ସେମାନଙ୍କୁ । ତାକୁ  ଏ ଦୁହେଁ ଠିକ୍ ବୁଝିଛନ୍ତି ବୋଲି ସାଥି ଦେଉଛନ୍ତି ଏ ଯାଏଁ । ସେ କିନ୍ତୁ  ଆଜିଯାଏ କୁଆଡେ ବୁଝିପାରିଲାନି ସେମାନଙ୍କୁ, ସଂସାରକୁ, ସ୍ୱଜନଙ୍କୁ । କିଛି ଠିକ୍ କରି ନ ପାରି ତ ଏଇ ନିଶାର୍ଦ୍ଧରେ ଆନ୍ଦୋଳିତ ମନକୁ ଦୃଢ କରି ବାହାରିଛି । ଆଉ ଫେରିବନି । ବାପା ଗଲାଦିନଠୁ ଆହୁରି ନିରବି ଯାଇଛି…

Read More

ରାତି ପାହି ହେଲା ସକାଳ

Suravi Odia Sri Jahannatha

ରାତି ପାହି ହେଲା ସକାଳ କବି: ଅଧ୍ୟାପକ ହିମାଂଶୁ ରଥ ରାତି ପାହି ହେଲା ସକାଳ ହରିଦ୍ବାରେ ଶୁଭେ ଚହଳ ଜୀବନ ଯନ୍ତ୍ରଣା ଅସହ୍ୟ ହେଉଛି ଶରଣ ଯାଉଚି ହେ ଆଦିମୁଳ ବଳାଇଛି ମନ ହେ କଞ୍ଜନୟନ ଦେଖୁଥିବି ତମ ଚନ୍ଦ୍ର ବଦନ ପକ୍ଷ ଦେଇଥିଲ ପାଣ୍ଡବଙ୍କୁ ବୋଲି ବିଲୟ ହୋଇଲେ କୌରବ ସୈନ୍ୟ  ଟଙ୍କଧର ପରା ତୁମଠୁ ଅଭିନ୍ନ ତୁମେ ଟଙ୍କଧର ନନ୍ଦନନ୍ଦନ ନାଗଲୋକ ଠାରୁ ସ୍ୱର୍ଗଲୋକ ଯାଏଁ ନାମକୁ ଗାଆନ୍ତି ବ୍ରହ୍ମାନନ୍ଦନ ଏଣୀଗଣ ପ୍ରାୟେ ଏ ମୋହର ମନ ଲୋଭଗ୍ରସ୍ତ ପୁଣି ମାୟାରେ ଆଛନ୍ନ ତୁମ୍ଭ ବିନା କିନ୍ତୁ ଏ ସଂସାରେ ମୋର ଜଣେ କେହି ନାହିଁ ଆପଣା ଜନ କରଯୋଡି ମାଗୁଛି ଏତିକି କଳାରୁଦ୍ରମଣି ପଦାରବିନ୍ଦରେ ରଖିଥାଅ ସଦା ମୋର ମତିକି Post Views: 206

Read More