ପୁରୀ ନଦୀ (୨)

Suravi Odia Online Magazine

ପୁରୀ ନଦୀ (୨) ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ  Shree Baikunthnath Khatua   ଆଗରୁ କହିଥିଲି ଭାର୍ଗବୀରୁ ଚନ୍ଦନପୁରଠାରେ ଧାଉଁରିଆ ବାହାରି ମାଳତୀପାଟପୁରରେ ଦୁଇ ଭାଗ ହୋଇଛି, ବାମ ପାଖରେ କାଞ୍ଚି ଡାହାଣ ପାଖରେ ଧାଉଁରିଆ ଜଗନ୍ନାଥ ସଡକକୁ କ୍ରସ୍ କରି ସମାଙ୍ଗପାଟରେ ପଡିଛି । ସମାଙ୍ଗପାଟରୁ ସୁନାମୁହିଁ ବାହାରି ମଙ୍ଗଳା ନଦୀରେ ମିଶିଛି । ସେମିତି କାଞ୍ଚି ମାଳତୀପାଟପୁରରୁ ବାହାରି ସର ହ୍ରଦରେ ପଡିଛି । ଏହି ସର ହ୍ରଦର ଖାଲୁଆ ଜାଗାରେ ଗୋଟେ ବନ୍ଧ ଥିଲା । ଏହି ଖାଲୁଆ ଅଞ୍ଚଳ ଦେଇ ପାଣି ଜଗନ୍ନାଥ ମନ୍ଦିର ପଶ୍ଚିମ ପଟେ ବହି ଯାଉଥିଲା । ଏହି ବନ୍ଧରେ ଗୋଟେ ମୂଷାଗାତ କରିବାରୁ ଗଳିଆ ଫିଟିଗଲା । ଏହି ନଦୀ ମୂଷାନଦୀ ଭାବେ ପରିଚିତ ହେଲା । ଏହି ନଦୀର ବିଭିନ୍ନ ନାମ ଅଛି ।…

Read More

ପୁରୀର ନଦୀ (୧)

Suravi Odia Online Magazine

ପୁରୀର ନଦୀ  (୧)  ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ  Shree Baikunthnath Khatua ପୁରୀ ଭାର୍ଗବୀ ନଦୀ ଅବବାହିକାରେ ଅବସ୍ଥିତ । ଭାର୍ଗବୀ ନଦୀରୁ ବାମ ପାଖରେ ଗୋଟିଏ ଧାର ବେଳତାଳ (ଦାସଗୋବା) ଗାଁରୁ ବାହାରିଛି । ଏହି ଧାରକୁ ଧାଉଁରିଆ ନଦୀ କହନ୍ତି । କେହି କେହି କାଞ୍ଚି ନଦୀ କହନ୍ତି । ଏହାର ଭାର୍ଗବୀ ମୁଣ୍ଡ ଚନ୍ଦନପୁରରୁ ଓ ଶେଷ ମୁଣ୍ଡ ମାଳତୀପାଟପୁର । ଏହାର ଲମ୍ବ ପାଖାପାଖି ୩ କିଲୋମିଟର । ଏହି କାଞ୍ଚି ବା ଧାଉଁରିଆ ନଦୀ ୩ କିଲୋମିଟର ଗଲାପରେ ଏହାର ବାମପାଖରୁ କାଞ୍ଚି ନଦୀ ବାହାରିଛି । ଧାଉଁରିଆ ନଦୀ ଭାର୍ଗବୀରୁ ବାହାରି ସମାଙ୍ଗ ପାଟରେ ପଡିଛି । ଏହାର ମୁଖ୍ୟ ଜଳସ୍ରୋତ ହେଉଛି କାଞ୍ଚି ନଦୀ । ସମାଙ୍ଗପାଟ ସରପାଟଠାରୁ ଆୟତନରେ କମ୍ । ସର ପାଟ ବିସ୍ତ୍ରୁତ…

Read More