Why the Architecture of Konark Sun Temple is so Spellbinding?

Why the architecture of Konark Sun Temple is so spellbinding

Why the Architecture of Konark Sun Temple is so Spellbinding? ଲେଖକ: ଶ୍ରୀ କୁମାର ଅରୋଜ୍ୟୋତି Author: Shree Kumar Aurojyoti ….. Let me explain this through a story. A very skilled sculptor had got an assignment to make a statue that would have been placed very high on a pillar. He began his job enthusiastically, with full sincerity. Days passed and the statue slowly began to take a form. And this was being observed by a curious onlooker who used to pass by that route everyday. He used to watch the sculptor…

Read More

Kanyadaan: Its Significance

Kanyadaan - its significance

Kanyadaan: Its Significance ଲେଖକ: ଶ୍ରୀ କୁମାର ଅରୋଜ୍ୟୋତି Author: Shree Kumar Aurojyoti ….. Of late many people especially the celebrities have raised their voice strongly against the age-old tradition of Kanyadaan ritual which is performed during a Hindu marriage ceremony. Even they have decided not to include it as a part of their marriage ceremonial procedures. The reason behind this is – Daan means gift or giving away; so when Kanyadaan ritual is performed, it literally means gifting or giving away a daughter which is objectionable as a daughter or a…

Read More

ଆମ ସ୍କୁଲର ନୀତିବାକ୍ୟ ସମ୍ବନ୍ଧରେ

ଆମ ସ୍କୁଲର ନୀତିବାକ୍ୟ ସମ୍ବନ୍ଧରେ

ଆମ ସ୍କୁଲର ନୀତିବାକ୍ୟ ସମ୍ବନ୍ଧରେ ଲେଖକ: ଶ୍ରୀ କୁମାର ଅରୋଜ୍ୟୋତି Author: Shree Kumar Aurojyoti ….. * ସତ୍ୟାନ୍ନ ପ୍ରମଦିତବ୍ୟଂ ଧର୍ମାଚ୍ଚ * || ଆମ ସ୍କୁଲର ନୀତିବାକ୍ୟ ସମ୍ବନ୍ଧରେ || ଆମେ ପାଠ ପଢିବା ସମୟରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଅନେକ ନୀତିବାକ୍ୟ ସମ୍ପର୍କରେ ଆସିଛୁ ଓ ସେଗୁଡିକୁ ମନେରଖିଛୁ । ଯେପରିକି – ସତ୍ୟମେବ ଜୟତେ – (ଭାରତର ନୀତିବାକ୍ୟ) ୟତୋ ଧର୍ମସ୍ତତୋ ଜୟଃ – (ଉଚ୍ଚତମ ନ୍ୟାୟାଳୟର ନୀତିବାକ୍ୟ) ସତ୍ୟଂ ଶିଵଂ ସୁନ୍ଦରମ୍ – (ଦୂରଦର୍ଶନର ନୀତିବାକ୍ୟ) ବହୁଜନହିତାୟ ବହୁଜନସୁଖାୟ – (ଆକାଶବାଣୀର ନୀତିବାକ୍ୟ) ଯୋଗକ୍ଷେମଂ ବହାମ୍ୟହମ୍ – (ଭାରତୀୟ ଜୀବନ ବୀମା ନିଗମର ନୀତିବାକ୍ୟ) ଓ ଏହିପରି ଅନେକ … ତେବେ ଅନେକ ସମୟରେ ଆମେ ଆମର ଶିକ୍ଷାନୁଷ୍ଠାନର (ସ୍କୁଲ ବା କଲେଜର) ନୀତିବାକ୍ୟକୁ ମନେ ରଖିବାକୁ ଚେଷ୍ଟା…

Read More

ଗୁରୁ ନାନକଙ୍କ ରଚିତ ଆରତୀ ଓ ଶ୍ରୀଜଗନ୍ନାଥ

ଗୁରୁ ନାନକଙ୍କ ରଚିତ ଆରତୀ ଓ ଶ୍ରୀଜଗନ୍ନାଥ

ଗୁରୁ ନାନକଙ୍କ ରଚିତ ଆରତୀ ଓ ଶ୍ରୀଜଗନ୍ନାଥ ଲେଖକ: ଶ୍ରୀ କୁମାର ଅରୋଜ୍ୟୋତି Shree Kumar Aurojyoti ….. ଭକ୍ତି ଆନ୍ଦୋଳନର ସମୟ । ୧୬ଶ ଶତାବ୍ଦୀର ପ୍ରାରମ୍ଭିକ ଭାଗ । ଏକଦା ଗୁରୁ ନାନକ ଶ୍ରୀଜଗନ୍ନାଥଙ୍କର ଦର୍ଶନ ନିମିତ୍ତ ଶ୍ରୀକ୍ଷେତ୍ର ପରିଭ୍ରମଣ (ଉଦାସୀ)ରେ ଆସିଥାନ୍ତି । ସେ ଯଦିଓ ଭକ୍ତି ମାର୍ଗର ପ୍ରଚାରକ ଥିଲେ ତେବେ ସେ ଈଶ୍ୱରଙ୍କ ସାକାର ସ୍ୱରୂପ ଓ ବାହ୍ୟ ଅର୍ଚ୍ଚନାର ପକ୍ଷପାତୀ ନଥିଲେ । ମାତ୍ର ସେ ଯେତେବେଳେ ଶ୍ରୀଜଗନ୍ନାଥଙ୍କୁ ପ୍ରଥମ ଥର ପାଇଁ ଦେଖିଲେ, ସେତେବେଳେ ସେ ଭାବିଲେ – “ପ୍ରଭୁଙ୍କର ଏ କି ଅଦ୍ଭୁତ ରୂପ ! ପ୍ରଭୁ ଜଗନ୍ନାଥ ନା ସାକାର ଅଟନ୍ତି ନା ନିରାକାର !” ପ୍ରଭୁଙ୍କର ଏହି କିମାକାର (କେଉଁ ଆକାର) ରୂପକୁ ଦେଖି ସେ ଆଶ୍ଚର୍ଯ୍ୟଚକିତ ହେଲେ ଓ ପ୍ରଭୁଙ୍କ ପ୍ରତି…

Read More

ଶ୍ରୀଗୁରୁ ଗ୍ରନ୍ଥ ସାହିବରେ ଶ୍ରୀଜୟଦେଵ

Jayadev

ଶ୍ରୀଗୁରୁ ଗ୍ରନ୍ଥ ସାହିବରେ ଶ୍ରୀଜୟଦେଵ ଲେଖକ: ଶ୍ରୀ କୁମାର ଅରୋଜ୍ୟୋତି Shree Kumar Aurojyoti ….. ହିନ୍ଦୁ ମାନଙ୍କର ‘ଶ୍ରୀମଦ୍ଭଗବଦ୍ ଗୀତା’, ମୁସଲମାନ ମାନଙ୍କର ‘କୁରାନ’ ଓ ଖ୍ରୀଷ୍ଟିଆନ ମାନଙ୍କର ‘ବାଇବଲ’ ପରି ଶିଖ ମାନଙ୍କର ପରମ ପବିତ୍ର ଧର୍ମଗ୍ରନ୍ଥ ହେଉଛି ‘ଶ୍ରୀଗୁରୁ ଗ୍ରନ୍ଥ ସାହିବ’ । ଏହାଙ୍କୁ ଶିଖ ଧର୍ମରେ ଅନ୍ତିମ, ସାର୍ବଭୌମ ତଥା ସନାତନ ଗୁରୁଙ୍କର ମର୍ଯ୍ୟାଦା ଦିଆଯାଇଛି । ଏହା ‘ଆଦି ଗ୍ରନ୍ଥ’ ରୂପରେ ମଧ୍ୟ ପରିଚିତ ଯାହାକି ୧୪୩୦ ‘ଅଙ୍ଗ’ (ପୃଷ୍ଠା) ତଥା ୫୮୯୪ ‘ଶବଦ’ (ପଂକ୍ତିର ସମାହାର) ଯୁକ୍ତ । ଏଥିରେ ଶିଖ ଗୁରୁ, ଭଗତ (ଭକ୍ତ), ଭାଟ (କବି/ଚାରଣ), ପୀର ଓ ଗୁରଶିଖ (ଗୁରୁଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଶିଖ)ଙ୍କର ବାଣୀ ରହିଛି । ତେବେ ଏହା ଉତ୍କଳ ମାଟି ପାଇଁ ଗର୍ଵ ଓ ଗୌରଵର ଵିଷୟ ଯେ,…

Read More

ଶିଵ ତତ୍ତ୍ୱ ମୁକ୍ତାବଳୀ (୨)

ଶିଵ ତତ୍ତ୍ୱ ମୁକ୍ତାବଳୀ

ଶିଵ ତତ୍ତ୍ୱ ମୁକ୍ତାବଳୀ (୨) ଲେଖକ: ଶ୍ରୀ କୁମାର ଅରୋଜ୍ୟୋତି Shree Kumar Aurojyoti ….. ଶିଵ-ବିଷ୍ଣୁ ଅଭେଦତା ଯଦି ଧ୍ୟାନ ମନ୍ତ୍ର ରୂପେ ବିଷ୍ଣୁଙ୍କ ଉଦ୍ଦେଶ୍ଯରେ ଉଚ୍ଚାରଣ କରାଯାଏ – ଶାନ୍ତାକାରଂ ଭୁଜଗଶୟନଂ ପଦ୍ମନାଭଂ ସୁରେଶମ୍ ବିଶ୍ବାଧାରଂ ଗଗନସଦୃଶଂ ମେଘବର୍ଣ୍ଣଂ ଶୁଭାଙ୍ଗମ୍ । ଲକ୍ଷ୍ମୀକାନ୍ତଂ କମଳନୟନଂ ଯୋଗିଭିର୍ଧ୍ୟାନଗମ୍ୟମ୍ ବନ୍ଦେ ବିଷ୍ଣୁଂ ଭଵଭୟହରଂ ସର୍ବଲୋକୈକନାଥମ୍ ।। ତେବେ ଧ୍ୟାନ ମନ୍ତ୍ର ରୂପେ ଶିବଙ୍କ ଉଦ୍ଦେଶ୍ଯରେ ମଧ୍ୟ ତଦନୁରୂପ ଉଚ୍ଚାରଣ କରାଯାଏ – ଶାନ୍ତାକାରଂ ଶିଖରଶୟନଂ ସର୍ପହାରଂ ମହେଶମ୍ ବିଶ୍ବାଧାରଂ ସ୍ଫଟିକସଦୃଶଂ ଶୁଭ୍ରବର୍ଣ୍ଣଂ ଶୁଭାଙ୍ଗମ୍ । ଗୌରୀକାନ୍ତଂ ତ୍ରିତୟନୟନଂ ଯୋଗିଭିର୍ଧ୍ୟାନଗମ୍ୟମ୍ ବନ୍ଦେ ଶମ୍ଭୁଂ ଭଵଭୟହରଂ ସର୍ବଲୋକୈକନାଥମ୍ ।। ଯଦି ସ୍ନାନ ମନ୍ତ୍ର ରୂପେ ଵିଷ୍ଣୁଙ୍କୁ ସ୍ମରଣ କରି ଉଚ୍ଚାରଣ କରାଯାଏ – ଓଁ ଅପବିତ୍ରଃ ପବିତ୍ରୋ ବା ସର୍ବାବସ୍ଥାଂ ଗତୋଽପି ବା । ୟଃ ସ୍ମରେତ୍ପୁଣ୍ଡରୀକାକ୍ଷଂ ସଃ ବାହ୍ୟାଭ୍ୟନ୍ତରଃ…

Read More

ଶିଵ ତତ୍ତ୍ୱ ମୁକ୍ତାବଳୀ (୧)

ଶିଵ ତତ୍ତ୍ୱ ମୁକ୍ତାବଳୀ

ଶିଵ ତତ୍ତ୍ୱ ମୁକ୍ତାବଳୀ (୧) ଲେଖକ: ଶ୍ରୀ କୁମାର ଅରୋଜ୍ୟୋତି Shree Kumar Aurojyoti ….. ଆଜିକାଲି ଆଧ୍ୟାତ୍ମିକ ସାହିତ୍ୟ ଜଗତରେ ଏକ ନୂତନ ଧାରା ଦେଖିବାକୁ ମିଳୁଛି, ତାହା ହେଉଛି ବିନା ଆଧ୍ୟାତ୍ମିକ ଉପଲବ୍ଧିରେ ଆଧ୍ୟାତ୍ମିକ ଜ୍ଞାନର ଆଧୁନିକ ଢାଞ୍ଚାରେ ସାହିତ୍ୟିକ ପ୍ରୟୋଗ । ଅର୍ଥାତ ଆଧ୍ୟାତ୍ମିକ ଉପଲବ୍ଧି ଅଥବା ଗୁରୁ ପରମ୍ପରାଗତ ଲବ୍ଧ ଜ୍ଞାନ ନଥାଇ, ଯୁବ ପିଢ଼ିକୁ ଭଲ ଲାଗିବା ପରି ଭାଷାରେ ଆଧ୍ୟାତ୍ମିକ ଜ୍ଞାନର ବିତରଣ; ତାହା ପୁଣି ଅତ୍ୟଧିକ ମୁଲ୍ୟ ବିନିମୟରେ । ଏହା ଅମିଶ ତ୍ରିପାଠୀଙ୍କର ପୁସ୍ତକ ହେଉ ଅଥବା ଦେବଦତ୍ତ ପଟ୍ଟନାୟକଙ୍କର ପୁସ୍ତକ – ଏ ସମସ୍ତ ପ୍ରୟୋଗର ମୂଳ ଉଦ୍ଦେଶ୍ୟ ହେଉଛି ବ୍ୟବସାୟ ଏବଂ ଗୌଣ ଉଦ୍ଦେଶ୍ୟ ହେଉଛି ପାଠକଙ୍କର ଆଧ୍ୟାତ୍ମିକ ମୂଲ୍ୟବୋଧର ବୃଦ୍ଧି । ଅମିଶ ତ୍ରିପାଠୀଙ୍କର ପୁସ୍ତକ ଯଦିଓ ସ୍ପଷ୍ଟ ରୂପେ ସୂଚନା…

Read More

Sample Post: ଶ୍ରୀ କୁମାର ଅରୋଜ୍ୟୋତି Shree Kumar Aurojyoti

Suravi Digital Magazine in Odia

ଲେଖକ ଶ୍ରୀ କୁମାର ଅରୋଜ୍ୟୋତିଙ୍କ ନମୁନା ପୃଷ୍ଠାକୁ ସ୍ୱାଗତ । Welcome to Sample Post of Author Shree Kumar Aurojyoti. ….. ….. ….. Shree Kumar Aurojyoti ଶ୍ରୀ କୁମାର ଅରୋଜ୍ୟୋତି ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ: “Facebook” , “ayurdwar.com“ Article Source Inspiration, Reference: Personal, News papers, Books & Internet  Image Source: Personal or Internet  Tag: Kumar Aurojyoti କୁମାର ଅରୋଜ୍ୟୋତି © Copyright Reserved by the Author  ଏହି ଲେଖାଟି ପଢିଥିବାରୁ ଅଶେଷ ଅଶେଷ ଧନ୍ୟବାଦ । ଲେଖକଙ୍କୁ ଓ “ସୁରଭି ଓଡିଆ” ପରିବାରକୁ ଉତ୍ସାହିତ କରିବା ପାଇଁ ଲେଖାକୁ (୧) ଏହି ୱେବ୍ସାଇଟ (ସୁରଭି ଓଡିଆ)ରେ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ…

Read More

ଆୟୁର୍ବେଦୋକ୍ତ ବିବିଧ ଭୋଜନ ଓ ଜଳପାନ ପାତ୍ରର ଗୁଣ

ଆୟୁର୍ବେଦୋକ୍ତ ବିବିଧ ଭୋଜନ ଓ ଜଳପାନ ପାତ୍ରର ଗୁଣ ଲେଖକ: ଶ୍ରୀ କୁମାର ଅରୋଜ୍ୟୋତି

|| ଆୟୁର୍ବେଦୋକ୍ତ ବିବିଧ ଭୋଜନ ଓ ଜଳପାନ ପାତ୍ରର ଗୁଣ || ଲେଖକ: ଶ୍ରୀ କୁମାର ଅରୋଜ୍ୟୋତି ଆମେ ପୂର୍ବକାଳର ରାଜାରାଜୁଡ଼ା ଓ ସମ୍ଭ୍ରାନ୍ତ ବ୍ୟକ୍ତିବିଶେଷଙ୍କର ସୁନାରୁପାଦିରେ ନିର୍ମିତ ଭୋଜନ ଓ ଜଳପାନ ପାତ୍ରର ବ୍ୟବହାର ସମ୍ବନ୍ଧରେ ଶୁଣିଛେ ଓ ମ୍ୟୁଜିୟମ ମାନଙ୍କରେ ମଧ୍ୟ ଦେଖିଛେ । ତେବେ ଆମେ ଏହାକୁ କେବଳ ସମ୍ଭ୍ରାନ୍ତତାର ଏକ ପରିପ୍ରକାଶ ବୋଲି ଭାବିଛେ । ଏହାର କାରଣ ହେଉଛି, ଆମେ ଜାଣିଛେ ଯେ ସୁନାରୁପାଦି ମୂଲ୍ୟବାନ ଧାତୁ ସାଧାରଣତଃ ଅଳଙ୍କାରାଦି ଆଭୂଷଣ ପାଇଁ ବ୍ୟବହୃତ ହୋଇଥାଏ ଓ ଖାଦ୍ୟପାନାଦିରେ ଏହା ବଦଳରେ ସ୍ୱଳ୍ପ ମୂଲ୍ୟବାନ ପଦାର୍ଥରେ ନିର୍ମିତ ବାସନକୁସନର ବ୍ୟବହାର ମଧ୍ୟ କରାଯାଇପାରିବ ଯାହାକି ଉଭୟ ସ୍ୱାସ୍ଥ୍ୟକର ହେବାସହିତ ଦୀର୍ଘସ୍ଥାୟୀ ମଧ୍ୟ ହୋଇପାରିବ । ତେବେ ସୁନାରୁପାଦି ମୂଲ୍ୟବାନ ଧାତୁରେ ନିର୍ମିତ ବାସନକୁସନ ଯେ ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ ସର୍ବୋତ୍ତମ ତାହା…

Read More