ହେରାପଞ୍ଚମୀ

Hera Panchami

ହେରାପଞ୍ଚମୀ ———————————————– ମହାଲକ୍ଷ୍ମୀ କହୁଛନ୍ତି ଜଗନ୍ନାଥଙ୍କୁ ଏକା କରି ଆସିଗଲ ଜନ୍ମବେଦୀକୁ ମନେ, ପ୍ରଭୁ ଥିଲା ଯଦି କପଟ ବୋଧ କୁହ ତେବେ, ମୋ ସହ ଥିଲା କି ଭାବ !! ଶ୍ରୀମନ୍ଦିର ହୋଇଅଛି ଶୂନ୍ୟ ମଣ୍ଡପ ରତ୍ନ ପଲଙ୍କେ ଆଖିକୁ ଆସେନା ନିଦ ଜଗତ ଠାକୁର ଯଦି ଶୁଣିବେ ନାହିଁ, ମୋ ଦୁଃଖ କାହାକୁ ପ୍ରଭୁ କହିବି ମୁହିଁ !! ପଦ୍ମାଳୟା କହୁଛନ୍ତି ପଦ୍ମମୁଖକୁ ଚାହିଁ ପଞ୍ଚମୀ ତିଥିରେ ପ୍ରଭୁ ଆସିଛି ମୁହିଁ ମାନ-ଅଭିମାନ ସବୁ ଯିବି ତ ଭୁଲି ମୋ ସହ ଶ୍ରୀମନ୍ଦିର ଆସନ୍ତୁ ଚାଲି, ପତ୍ନୀ ମୁଖ ଚାହିଁ ପ୍ରଭୁ କହନ୍ତି ଧିରେ ମୁଁ ପରା ରହିଛି ତୁମ ହୃଦ ମନ୍ଦିରେ ନାମ ବହିଅଛି ପରା ମୁଁ ଲକ୍ଷ୍ମୀପତି ତୁମ୍ଭ ବିନା ପ୍ରାଣପ୍ରିୟା ନାହିଁ ମୋ ଗତି, ଏବେ କୋପ ଶାନ୍ତ କର,…

Read More