ପୂର୍ଣ୍ଣିମା, କୁମାରପୂର୍ଣିମା

କୁମାରପୂର୍ଣିମା

ପୂର୍ଣ୍ଣିମା, କୁମାରପୂର୍ଣିମା ***************** ଲେଖକ/ କବି: ଶ୍ରୀ ସୁଧିରାଜ ରାଉତ ——————– ଏବେ ଆମ ପଣ୍ଡିତମାନେ ଚନ୍ଦ୍ରର ପ୍ରଭାବ, ପୂର୍ଣ୍ଣିମାର ପ୍ରଭାବକୁ ଏଇ ଭାବରେ ବୁଝାଉଛନ୍ତି – ଚନ୍ଦ୍ରର ଉଦୟ, ଅସ୍ତ, ପୂର୍ଣ୍ଣିମା, ଆମାବାସ୍ୟା ଯେଭଳି ସମୁଦ୍ରକୁ ପ୍ରଭାବିତ କରେ ; ସେଇ ଭାବେ ମନୁଷ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ରହିଛି କାରଣ ମନୁଷ୍ୟ ଶରୀର ସର୍ବାଧିକ ଜଳ ଦ୍ୱାରା ସୃଷ୍ଟ … ଇତ୍ୟାଦି । ପ୍ରତି କଥାକୁ ବିଜ୍ଞାନ ଢ଼ଙ୍ଗରେ ବୁଝିବା କଣ ନିହାତି ଦରକାର ? ଏହା ନୂଆ ଭାବେ କୁସଂସ୍କାର, ଅନ୍ଧ ଅନୁକରଣ ନୁହେଁ କି ? ଫୁଲଟିଏ ଦେଖିଦେଲେ ଆମ ମନ ଓ ଚେତନା ଯଦି ପ୍ରଭାବିତ ହୋଇଉଠୁଛି … ଚନ୍ଦ୍ର ଯେ କେତେ ଅସାଧାରଣ ଭାବେ ଆମ ମନ ଓ ଚେତନାକୁ ପ୍ରଭାବିତ କରୁଥିବ ଏହାକୁ ବିଜ୍ଞାନ ବାଟରେ…

Read More

ଝିଲିମିଲି ମାଉସୀ (ସମ୍ପୂର୍ଣ୍ଣ କାହାଣୀ )

Suravi Digital Magazine in Odia

ଝିଲିମିଲି ମାଉସୀ (ସମ୍ପୂର୍ଣ୍ଣ କାହାଣୀ ) ଲେଖିକା: ଶ୍ରୀମତୀ ମମତା ମହାନ୍ତି (ସାମନ୍ତରାୟ) Smt Mamata Mohanty (Samantaray) ….. ଝିଲିମିଲି ମାଉସୀ (ସମ୍ପୂର୍ଣ୍ଣ କାହାଣୀ ) ନୂଆକରି କଲୋନୀରେ ଆସି ରହୁଥିବା ମହାପାତ୍ର ଦମ୍ପତ୍ତିଙ୍କୁ ନେଇ ଆଜିକାଲି ଭାରି ଚର୍ଚ୍ଚା | ଦୁହେଁ ପଡୋଶୀ ମାନଙ୍କ ସହ ଏତେ ମିଳାମିଶା କରନ୍ତି ନାହିଁ;ଅଧିକାଂଶ ସମୟ ଘର ଭିତରେ ନିଜ କାମରେ ବ୍ୟସ୍ତ ଥାଆନ୍ତି | ନୂଆ ଘରକୁ ଆସିବାର ଅଳ୍ପଦିନ ଭିତରେ ସେମାନେ ତାଙ୍କ ଘର ଛାତ ଉପରେ ନାନା ପ୍ରକାର ଫୁଲ ଓ ଫଳ ଗଛ ଲଗାଇ ତାକୁ ଏକ ଛୋଟିଆ ନନ୍ଦନ କାନନରେ ପରିଣତ କରି ସାରିଲେଣି | କିନ୍ତୁ ପୂଜା ପର୍ବରେ କିଏ ଫୁଲ ଗୋଟିଏ ମାଗିଲେ,ସେମାନଙ୍କ ଦେହରୁ ଇଞ୍ଚେ ରକ୍ତ ଶୁଖିଯାଏ | ଦୁହେଁ ସଫା ସଫା ମନା କରି…

Read More

Priyambada Art Gallery: Radhe Krishna. Acrylic work. Step by step

ଶ୍ରୀମତୀ ପ୍ରିୟମ୍ବଦା ପ୍ରିୟଦର୍ଶିନୀ Smt Priyambada Priyadarshini

Priyambada Art Gallery: Radhe Krishna. Acrylic work. Step by step ଲେଖିକା/ଉପସ୍ଥାପିକା : ଶ୍ରୀମତୀ ପ୍ରିୟମ୍ବଦା ପ୍ରିୟଦର୍ଶିନୀ Smt Priyambada Priyadarshini ….. ପଢନ୍ତୁ ଓ ଦେଖନ୍ତୁ ଲେଖିକା/ଉପସ୍ଥାପିକା : ଶ୍ରୀମତୀ ପ୍ରିୟମ୍ବଦା ପ୍ରିୟଦର୍ଶିନୀଙ୍କ (Smt Priyambada Priyadarshini’s) ନିର୍ମିତ ଏହି ଶିକ୍ଷଣୀୟ ଭିଡିଓଟି । ଲେଖା ପଢି ଓ ଭିଡିଓ ଦେଖି ଉଭୟ ୱେବ୍‍ସାଇଟ୍‍ ଓ ଫେସ୍‍ବୁକ୍‍ ରେ ଲାଇକ ଓ ସେୟାର କରିବେ ବୋଲି ଅନୁରୋଧ ଓ ଆଶା । ନିଜର ସୁଚିନ୍ତିତ ମତାମତ ଦେଇ ସୁରଭି ପରିବାରକୁ ଉତ୍ସାହିତ କରନ୍ତୁ । Radhe Krishna. Acrylic work. Step by step: ….. ….. ….. Smt Priyambada ଶ୍ରୀମତୀ ପ୍ରିୟମ୍ବଦା ପ୍ରିୟଦର୍ଶିନୀ ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ: “Facebook“, “Youtube:Priyambada Art Gallery“, “Website 2” Article Source Inspiration,…

Read More

କୁମାର ପୂର୍ଣ୍ଣିମା

କୁମାର ପୂର୍ଣ୍ଣିମା

କୁମାର ପୂର୍ଣ୍ଣିମା ଲେଖକ/ କବି: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. କୁଆଁର ପୂନେଇ ଖେଳ ଝିଅମାନଙ୍କର ମେଳ ॥ ଚଉରାମୂଳରେ ପୂଜା ସାଙ୍ଗସାଥି ମେଳ ଖୋଜା ॥ କରନ୍ତି କୁମାର ପୂଜା ପାଇବାକୁ ଦିବ୍ୟ ରାଜା ॥ କୁମାରଙ୍କ ଜନ୍ମ କାହାଣୀ ହରଷ ହୁଅନ୍ତି ଶୁଣି ॥ ଶିବ-ପାର୍ବତୀଙ୍କ ପୁତ୍ର ଶରବଣେ ହେଲେ ଜାତ ॥ ଷଡମୁଖ ଦୁଇହାତ ଦେଖିବାକୁ ସୁନ୍ଦର ସୁତ ॥ ହେଲେ ଦେବ ସେନାପତି ମାରିଲେ ତାରକା ପତି ॥ ଚିର କୁମାର ସେ ହେଲେ ଦେବରେ ଗଣା ନ ହେଲେ ॥ ଦେଖିବାକୁ କନ୍ଦର୍ପ ସରି ପୂଜନ୍ତି ତେଣୁ କୁମାରୀ ॥ ଏହି ଯେ କୁମାରୋସ୍ଛବ ଏହା କୁମାରୀଙ୍କ କାର୍ଯ୍ୟ ॥ ….. କୁମାର ପୂର୍ଣ୍ଣିମା ବହୁ ପ୍ରଚଳିତ ଗୀତ । କୁଆଁର ପୂନେଇ ଜହ୍ନ ଲୋ,…

Read More

ଯୁଗେ ଯୁଗେ

ବଣଭୋଜି ବେଶ

ଯୁଗେ ଯୁଗେ ଲେଖକ/ କବି: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. ଯୁଗେ ଯୁଗେ ପ୍ରଭୁ ତୁମ୍ଭେ ଅବତରି ଭାରା ନିବାରଣ କଲ ଦିତିଙ୍କର ପୁତ୍ର ଦୈତ୍ୟ ବଂଶେ ଜାତ ହିରାଣାକ୍ଷକୁ ବଧିଲ ॥ ପିତା ତାହାଙ୍କର କଶ୍ୟପ ଋଷି ଯେ ଦିତିଙ୍କ ଗର୍ଭରେ ଦୈତ୍ୟ ପୂର୍ବ ଜନ୍ମେ ସ୍ଵର୍ଗେ ଦୁଇ ଦ୍ଵାରପାଳ ଜୟବିଜୟ ଏହା ସତ୍ୟ ॥ ମହାଲକ୍ଷ୍ମୀ ଥରେ ଦେଖା କରିବାକୁ ବିଷ୍ଣୁଙ୍କ ପାଖକୁ ଗଲେ ଅଭିଶାପ ଦେଲେ ମହାଲକ୍ଷ୍ମୀ ତାଙ୍କୁ ଜନ୍ମ ହୁଅ ଦୈତ୍ୟ କୂଳେ ॥ ବଡ ହିରଣ୍ୟକଶିପୁ ସାନ ହିରଣାକ୍ଷ ପରେ ଜନ୍ମ ମରୁତଗଣ ବେଦ ବିଦ୍ୟା ଦେଖି ଲୋଭେ ବଶବର୍ତ୍ତୀ ଚାହିଁଲ ନେବାକୁ ପୁଣ ॥ ହିରଣାକ୍ଷ ଦୈତ୍ୟ ଲୁଚାଇ ରଖିଲା ବେଦ ସମୁଦ୍ର ଭିତର ଚୋରାଇବା ନୁହେଁ ଅଶୁଦ୍ଧ ଅକ୍ଷର ଶୁଦ୍ଧାଶୁଦ୍ଧ ନ କଲା…

Read More

Priyambada Art Gallery: Cute baby elephant drawing and coloring

ଶ୍ରୀମତୀ ପ୍ରିୟମ୍ବଦା ପ୍ରିୟଦର୍ଶିନୀ Smt Priyambada Priyadarshini

Priyambada Art Gallery: Cute baby elephant drawing and coloring ଲେଖିକା/ଉପସ୍ଥାପିକା : ଶ୍ରୀମତୀ ପ୍ରିୟମ୍ବଦା ପ୍ରିୟଦର୍ଶିନୀ Smt Priyambada Priyadarshini ….. ପଢନ୍ତୁ ଓ ଦେଖନ୍ତୁ ଲେଖିକା/ଉପସ୍ଥାପିକା : ଶ୍ରୀମତୀ ପ୍ରିୟମ୍ବଦା ପ୍ରିୟଦର୍ଶିନୀଙ୍କ (Smt Priyambada Priyadarshini’s) ନିର୍ମିତ ଏହି ଶିକ୍ଷଣୀୟ ଭିଡିଓଟି । ଲେଖା ପଢି ଓ ଭିଡିଓ ଦେଖି ଉଭୟ ୱେବ୍‍ସାଇଟ୍‍ ଓ ଫେସ୍‍ବୁକ୍‍ ରେ ଲାଇକ ଓ ସେୟାର କରିବେ ବୋଲି ଅନୁରୋଧ ଓ ଆଶା । ନିଜର ସୁଚିନ୍ତିତ ମତାମତ ଦେଇ ସୁରଭି ପରିବାରକୁ ଉତ୍ସାହିତ କରନ୍ତୁ । Cute baby elephant drawing and coloring: ….. ….. ….. Smt Priyambada ଶ୍ରୀମତୀ ପ୍ରିୟମ୍ବଦା ପ୍ରିୟଦର୍ଶିନୀ ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ: “Facebook“, “Youtube:Priyambada Art Gallery“, “Website 2” Article Source Inspiration, Reference: Personal,…

Read More

ପତିବ୍ରତା [ଗପଟିଏ ଜହ୍ନମାମୁ ପୃଷ୍ଠାରୁ (ବେତାଳ କଥା)]

ପତିବ୍ରତା

ପତିବ୍ରତା [ଗପଟିଏ ଜହ୍ନମାମୁ ପୃଷ୍ଠାରୁ (ବେତାଳ କଥା)] ଲେଖା/ ଲେଖକ/ ସଂଙ୍କଳକ: ଶ୍ରୀ ରଙ୍ଗନାଥ ରଥ Shree Ranganath Rath ….. ଗପଟିଏ ଜହ୍ନମାମୁ ପୃଷ୍ଠାରୁ (ବେତାଳ କଥା) ✥━━━✥━━━✿━━━✥━━━✥ ପତିବ୍ରତା ✥━━━✥✿✥━━━✥ ନିଶା ଗରଜୁଥାଏ; ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ। ଆଖପାଖର ବଣବୁଦା ମଧ୍ୟରୁ ସାଇଁ ସାଇଁ ପବନ ଭାସି ଆସୁଥାଏ। ଘଡ଼ଘଡ଼ି ଓ ଶ୍ୱାନଶ୍ୱାପଦଙ୍କ ରଡ଼ି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ। ତେଣେ ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ। କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣପୂର୍ବକ ସେହି ଶବଟିକୁ ଉତାରି ଆଣିଲେ। ତେବେ ତାକୁ ନିଜ କାନ୍ଧରେ ପକାଇ ସେ ସେହି…

Read More

ଭଜନର ପ୍ରକୃତ ଅର୍ଥ

ବଣଭୋଜି ବେଶ

ଭଜନର ପ୍ରକୃତ ଅର୍ଥ ଲେଖକ: ଶ୍ରୀ ସୁଶାନ୍ତ ପୁରୋହିତ ପାର୍ଥ(ପାର୍ଥ) Shree Susanta Purohita(Partha) ….. ଭଜନର ପ୍ରକୃତ ଅର୍ଥ ଶ୍ରୀଯୁକ୍ତ ରଘୁନାଥ ଦାସ ଙ୍କ ଏକ ଭଜନ ଓ ତାର ତତ୍ତ୍ୱ ବନ୍ଧୁ ଡ଼ଃ ସୁଦର୍ଶନ ସାମଲଙ୍କ whatsapp ରେ ଏକ ଚମତ୍କାର ଭଜନ ଦେଖିଲି , ତାର ପ୍ରତି ପଦ ର ବ୍ୟାଖ୍ୟା ପଢ଼ିଲି । ବାଃ କି ସୁନ୍ଦର ତର୍ଜମା !!! ଆପଣ ମାନଙ୍କ ପାଇଁ ଅବିକଳ ଭାବେ share କଲି ଚିନ୍ତନ ଟି , ରଘୁନାଥ ଦାସଙ୍କ ତତ୍ତ୍ୱ ପୂର୍ଣ୍ଣ ଭଜନ ପ୍ରଥମ ପଦ *ବୋହୂ ଚାଲି ନ ଜାଣଇ ଗୋ, ପାଦ ପଡୁଥାଏ ବଙ୍କା* *ଯେଉଁ ଦିନ ବୋହୂ ସଳଖି ଚାଲିବ, ଘରେ ପଡ଼ିଯିବ ଡକା* *ଭାବାର୍ଥ:*- *କବି ଏଠାରେ ପ୍ରାଣବାୟୁକୁ ଏକ ନବାଗତ ବଧୁ ସହିତ ତୁଳନା କରିଛନ୍ତି…

Read More

ସବୁ ସମ୍ପର୍କ ମଧୁର

Suravi Digital Magazine in Odia

ସବୁ ସମ୍ପର୍କ ମଧୁର —————–] ******* [—————– ଲେଖକ: ଶ୍ରୀ ହରେକୃଷ୍ଣ ସାହୁ Shree Harekrushna Sahu ….. ————( କ୍ଷୁଦ୍ରଗଳ୍ପ )————- ବେଳେ ବେଳେ ଅଦରକାରୀ ଜିନିଷଟିଏ, ପ୍ରାଣୀଟିଏ ଅଥବା ମଣିଷଟିଏକୁ ଲୋକେ ଖୁବ ଆନ୍ତରିକତା ସହ ଖୋଜନ୍ତି।ତାକୁ ପାଇ ନପାରିଲେ ଖୋଜୁଥିବା ମଣିଷଟି ତାର ମନ ଅଭ୍ୟନ୍ତରର କେଉଁ ଏକ ସୁକ୍ଷ୍ମକୋଣରେ ବିନ୍ଦୁଏ ଦୁଃଖ ଅନୁଭବ କରେ । ଅବଶ୍ୟ ଅଳ୍ପ ସମୟ ପରେ ସେ ଦୁଃଖଟି ବିସ୍ମୃତ ହୋଇଯାଏ। ତଥାପି ସେହି ମୁହୂର୍ତ୍ତକର ଦୁଃଖଟିକୁ ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ମାନ୍ୟତା ଦିଆଯିବ । କାରଣ ସେଥିପାଇଁ ଦୁଃଖ ପ୍ରକାଶ କରାଯାଏ ନାହିଁ। ଦୁଃଖ ଅନୁଭୁତ ହୋଇଥାଏ । ସୀତାଖୁଡି ତା ସାନପୁଅ ପାଖରେ ଭୁବନେଶ୍ୱରରେ ପନ୍ଦରଦିନ ରହିସାରି ଫେରିଲା ପରେ ତା’ ପରଦିନ ସକାଳେ ପୋଖରୀକୁ ଗାଧୋଇ ଗଲା। ଦେଖିଲା ତୁଠରେ…

Read More

ଗୋପବନ୍ଧୁ ତୈଳଚିତ୍ରର ଇତିବୃତ୍ତ : ରାଜନୀତିରେ ଅଧ୍ୟାତ୍ମର ଭୂମିକା

ଗୋପବନ୍ଧୁ ତୈଳଚିତ୍ରର ଇତିବୃତ୍ତ : ରାଜନୀତିରେ ଅଧ୍ୟାତ୍ମର ଭୂମିକା

ଗୋପବନ୍ଧୁ ତୈଳଚିତ୍ରର ଇତିବୃତ୍ତ : ରାଜନୀତିରେ ଅଧ୍ୟାତ୍ମର ଭୂମିକା ଲେଖକ/ କବି: ଶ୍ରୀ ସନତ କୁମାର ଦାଶ Shree Sanatkumar Das ….. ତାଙ୍କରି କବିତାର ଛତ୍ରେ ଛତ୍ରେ ତାଙ୍କ କବି ମାନସର ଉତ୍ତରଣ ବେଶ୍ ପ୍ରତିପାଦିତ । ଗୋଟାଏ ସ୍ତରରେ ଲେଖିଛନ୍ତି , ” ଅବନ୍ଧୁ ଜୀବନ ଅସୂର୍ଯ୍ୟମହୀ। ଦେହଧାରୀ କିଏ ପାରିବ ସହି ? ” ଅର୍ଥାତ୍ ମୂଲ୍ୟବୋଧର ମନୁଷ୍ୟ ନିଶ୍ଚିତ ଭାବରେ ଅନ୍ୟ ମାନଙ୍କୁ ଭଲ ପାଇବ। ମାତ୍ର ଧରଣୀର ନଶ୍ୱରତାର ଅନୁଚିନ୍ତନରେ ତାଙ୍କର ପରବର୍ତ୍ତୀ ସ୍ତରର ବ୍ୟାକୁଳତା ଆହୁରି ସାନ୍ଦ୍ର : ” ଜୀବନ କି ଖାଲି ନିରାଶାର ବାଲି ମରୁ-ମରୀଚିକା ସେନେହ ପ୍ରୀତି ତେବେ କି ଆଶାରେ କହ ଏ’ ସଂସାରେ ପର ଲାଗି ନର ମରୁଛି ନିତି ? ” (- ବ୍ୟଥିତ ପ୍ରାଣର ଅନ୍ତିମ ଅଶ୍ରୁ )…

Read More