ଡିଆସିଲ (ଦିଆସିଲ)

ଡିଆସିଲ (ଦିଆସିଲ)

ଡିଆସିଲ (ଦିଆସିଲ) ଲେଖକ/ଉପସ୍ଥାପକ: ବୈକୁଣ୍ଠନାଥ ଖଟୁଆ (Baikunthnath Khatua)             ଆଜି ଅଗିପୂର୍ଣ୍ଣିମା । ଏହା ପରେ ଦିନକୁ ଦିନ ଗରମ ଅନୁଭବ ହେବ । ଘର ପୋଡିରୁ ରକ୍ଷା ପାଇବା ପାଇଁ ଆଗରୁ ମ।ଘ ପୂର୍ଣ୍ଣିମା ଦିନ ଅଗ୍ନି ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅଗିପୋଡା ଉତ୍ସବ ପାଳନ କରୁଥିଲେ । ବର୍ତ୍ତମାନ ବି ସେମିତି ଚାଲିଛି ଯଦିଓ ଆଜିକାଲି ଚ।ଳ ଘର ନହିଁ । ତଥାପି ସେହି ପର୍ବକୁ ମ।ନି ଆସିଛନ୍ତି । ଏହି ପର୍ବ ଲୋପ ପାଇଯିବା ଉପରେ ବସିଛି । ଅଗିପୋଡା କଥା  ଆମେ ପିଲା ଦିନେ ଦେଖିଛୁ । ଏଇଟା ହେଉଛି ୧୯୬୫-୬୬ ମସିହା କଥା । ଖରା ଦିନ ହେଲେ ଗାଁ ଦଣ୍ଡ ପିଣ୍ଡାରେ ପାଳ ଚୁମୁରାରେ ହେଉ ବା ବାଲି ରଖି  ପଣି ମାଠିଆରେ ପାଣି ରଖନ୍ତି…

Read More