ପ୍ରକୃତ ବନ୍ଧୁ

ପତିବ୍ରତା

ପ୍ରକୃତ ବନ୍ଧୁ [ଗପଟିଏ ଜହ୍ନମାମୁ ପୃଷ୍ଠାରୁ (ବେତାଳ କଥା)] ଲେଖା/ ଲେଖକ/ ସଂଙ୍କଳକ: ଶ୍ରୀ ରଙ୍ଗନାଥ ରଥ Author/ Presentator: Shree Ranganath Rath ….. ଗପଟିଏ ଜହ୍ନମାମୁ ପୃଷ୍ଠାରୁ (ବେତାଳ କଥା) ✥━━━✥━━━✿━━━✥━━━✥ ପ୍ରକୃତ ବନ୍ଧୁ  ✥━━━✥✿✥━━━✥ ନିଶା ଗରଜୁଥାଏ। ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ। ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନର ଶବ୍ଦ ବି ଭାସି ଆସୁଥାଏ। ଘଡ଼ଘଡ଼ି ଓ ଶ୍ୱାନ ଶ୍ୱାପଦଙ୍କ ରଡ଼ି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ। ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ। କିନ୍ତୁ ରାଜା ବିକ୍ରମାର୍କ ଟିକିଏ ହେଲେ ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଉକ୍ତ ଶବଟିକୁ…

Read More

କାକୁଡ଼ି କାବ୍ୟ

କାକୁଡ଼ି କାବ୍ୟ

କାକୁଡ଼ି କାବ୍ୟ [ଗପଟିଏ ଜହ୍ନମାମୁ ପୃଷ୍ଠାରୁ] ଲେଖା/ ଲେଖକ/ ସଂଙ୍କଳକ: ଶ୍ରୀ ରଙ୍ଗନାଥ ରଥ Author/ Presentator: Shree Ranganath Rath ….. ଗପଟିଏ ଜହ୍ନମାମୁ ପୃଷ୍ଠାରୁ  ✥━━━✥━━━✿━━━✥━━━✥ କାକୁଡ଼ି କାବ୍ୟ ✥━━━✥✿✥━━━✥ ଭୂଷଣ କାଶୀରେ ପାଠ ପଢୁଥିଲା। ପାଠପଢ଼ା ଶେଷ ହେବା ମାତ୍ରେ ତାକୁ ଭିନ୍ନ ଭିନ୍ନ ବିଦ୍ୟାଳୟରୁ ଶିକ୍ଷକ ରୂପେ ଯୋଗ ଦେବା ନିମନ୍ତେ ନିମନ୍ତ୍ରଣ ମିଳିଲା। କାରଣ ସେ ଯେପରି ମେଧାବୀ, ଠିକ୍ ସେହିପରି ବିନୟୀ ମଧ୍ୟ। କିନ୍ତୁ ଭୂଷଣ ନିଜ ଗାଁକୁ ଲେଉଟି ଆସିଲା। ତା’ର କାରଣ, ତା’ ବାପା ମାଆଙ୍କ ସ୍ୱାସ୍ଥ୍ୟ ମୋଟେ ଭଲ ରହୁ ନଥିଲା। ଗାଁକୁ ଆସି ସେ ଦିନଯାକ ବିଲବାଡ଼ିର କାମ ବୁଝା ସୁଝା କରେ। ତା’ପରେ ଘର କାମଦାମରେ ସେ ମାଆର ସହାୟତା କରେ। ସବା ଶେଷରେ, ରାତିରେ ଖିଆପିଆ ପରେ କିମ୍ବା ଖୁବ୍…

Read More

ପତିବ୍ରତା [ଗପଟିଏ ଜହ୍ନମାମୁ ପୃଷ୍ଠାରୁ (ବେତାଳ କଥା)]

ପତିବ୍ରତା

ପତିବ୍ରତା [ଗପଟିଏ ଜହ୍ନମାମୁ ପୃଷ୍ଠାରୁ (ବେତାଳ କଥା)] ଲେଖା/ ଲେଖକ/ ସଂଙ୍କଳକ: ଶ୍ରୀ ରଙ୍ଗନାଥ ରଥ Shree Ranganath Rath ….. ଗପଟିଏ ଜହ୍ନମାମୁ ପୃଷ୍ଠାରୁ (ବେତାଳ କଥା) ✥━━━✥━━━✿━━━✥━━━✥ ପତିବ୍ରତା ✥━━━✥✿✥━━━✥ ନିଶା ଗରଜୁଥାଏ; ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ। ଆଖପାଖର ବଣବୁଦା ମଧ୍ୟରୁ ସାଇଁ ସାଇଁ ପବନ ଭାସି ଆସୁଥାଏ। ଘଡ଼ଘଡ଼ି ଓ ଶ୍ୱାନଶ୍ୱାପଦଙ୍କ ରଡ଼ି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ। ତେଣେ ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ। କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣପୂର୍ବକ ସେହି ଶବଟିକୁ ଉତାରି ଆଣିଲେ। ତେବେ ତାକୁ ନିଜ କାନ୍ଧରେ ପକାଇ ସେ ସେହି…

Read More

ମହାଶିଳ୍ପୀ

ଜହ୍ଣମାମୁ କାହାଣୀ

ମହାଶିଳ୍ପୀ ଲେଖା/ ଲେଖକ/ ସଂଙ୍କଳକ: ଶ୍ରୀ ରଙ୍ଗନାଥ ରଥ Shree Ranganath Rath ….. ଗପଟିଏ ଜହ୍ନମାମୁ ପୃଷ୍ଠାରୁ ✥━━━✥━━━✿━━━✥━━━✥ ମହାଶିଳ୍ପୀ ✥━━━✥✿✥━━━✥  ଏଣେ ନିଶା ଗରଜୁଥାଏ। ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ। ସେତେବେଳେ ତା’ ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନର ଶବ୍ଦ ଭାସି ଆସୁଥାଏ। ଘଡ଼ଘଡ଼ି ଓ ଶ୍ୱାନଶ୍ୱାପଦଙ୍କ ରଡ଼ି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ। ଭୟାବହ ମୁହଁଟିମାନ ଘନଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ। କିନ୍ତୁ ରାଜା ବିକ୍ରମାର୍କ ତିଳେ ବି ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ। ତା’ପରେ ସେ ତାକୁ କାନ୍ଧରେ ପକାଇ ସେହି ଶୁନ୍-ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ…

Read More

ମନ୍ତ୍ରର ପ୍ରଭାବ

ଜହ୍ଣମାମୁ କାହାଣୀ

ମନ୍ତ୍ରର ପ୍ରଭାବ ଲେଖା/ ଲେଖକ/ ସଂଙ୍କଳକ: ଶ୍ରୀ ରଙ୍ଗନାଥ ରଥ Shree Ranganath Rath ….. ଗପଟିଏ ଜହ୍ନମାମୁ ପୃଷ୍ଠାରୁ ✥━━━✥━━━✿━━━✥━━━✥ ମନ୍ତ୍ରର ପ୍ରଭାବ ✥━━━✥✿✥━━━✥ ମଧୁପୁର ଗ୍ରାମରେ ବିନୟ ନାମକ ଜଣେ ଯୁବକ ଥାଏ। ବୟସରେ ସେ ଯୁବକ ହେଲେ କ’ଣ ହେବ ଦେଖିବାକୁ ସେ ଠିକ ବୁଢ଼ା ଭଳି, ହାତଗୋଡ଼ ସରୁ, ବେକ ପାଖରୁ ନଇଁ ପଡ଼ିଛି। ରୋଗୀଣାଟିଏ ପରି ସେ ଲାଗେ। ଅଳ୍ପ ଛୋଟେଇ ଛୋଟେଇ ସେ ଚାଲେ, ତାକୁ ଦେଖିଲେ ମନେହେବ ଖାଇବାକୁ ନ ପାଇ ସେ ଏଡ଼େ କଷ୍ଟରେ ଅଛି। ଦୁନିଆରେ ତା’ର ନିଜର ବୋଲି ଆଉ କେହି ବି ନାହିଁ। ଲୋକେ ତା’ଠାରୁ ଦୂରେଇ ରହନ୍ତି। ଜନ୍ମ ହେଉ ହେଉ ତା’ର ମା’ ମଲା। ସାତବର୍ଷର ସେ ହୋଇଥିଲା ବାପା ମଲା। ମାମୁ ଦୟା ଦେଖାଇ କେବେ କେମିତି…

Read More

ଅଦ୍ଭୁତ କବଚ

ଅଦ୍ଭୁତ କବଚ

ଅଦ୍ଭୁତ କବଚ ଲେଖା/ ଲେଖକ/ ସଂଙ୍କଳକ: ଶ୍ରୀ ରଙ୍ଗନାଥ ରଥ Shree Ranganath Rath ….. ଗପଟିଏ ଜହ୍ନମାମୁ ପୃଷ୍ଠାରୁ ✥━━━✥━━━✿━━━✥━━━✥ ଅଦ୍ଭୁତ କବଚ ✥━━━✥✿✥━━━✥ ଅନେକ ଦିନ ତଳର କଥା। ରାମଗଡ଼ ରାଜ୍ୟରେ ସେତେବେଳେ ପ୍ରତାପ ସିଂହ ବୋଲି ଗୋଟାଏ ଡାକୁ ଥାଏ। ଦିନବେଳେ ଜଣେ ସାଧାରଣ ଗ୍ରାମବାସୀର ପୋଷାକ ପିନ୍ଧି ରାତି ହେଲେ ସେ କେଉଁ ଘରେ ପଶିବ, ତାହା ଠାବ କରୁଥାଏ। ଦିନେ ଦୁଇପହର ବେଳେ ସେ ଗୋଟାଏ ବଡ଼ ଗାଁ ଭିତର ଦେଇ ଯାଉଛି, ଦେଖିଲା ଗୋଟାଏ ଗଛମୂଳରେ ଜଣେ ବାବାଜୀ ଶୋଇଛନ୍ତି। ସାଧୁ ବାବାଜୀଙ୍କ ପାଖରେ ବା କି ସମ୍ପଦ ଥିବ ଯେ ସେ ତାହା ଚୋରି କରିବ? ତଥାପି ଅଭ୍ୟାସ ଅନୁସାରେ ପ୍ରତାପ ସେ ବାବାଜୀଙ୍କୁ ଭଲ କରି ଲକ୍ଷ୍ୟ କଲା। ସେ ଏଣେତେଣେ ଚାହିଁ ଦେଖିଲା, କେହି…

Read More

Sample Post: ଶ୍ରୀ ରଙ୍ଗନାଥ ରଥ Shree Ranganath Rath

Suravi Digital Magazine in Odia

ଲେଖକ ଶ୍ରୀ ରଙ୍ଗନାଥ ରଥଙ୍କ ନମୁନା ପୃଷ୍ଠାକୁ ସ୍ୱାଗତ । Welcome to Sample Post of Author Shree Ranganath Rath. ….. ….. ….. Shree Ranganath Rath ଶ୍ରୀ ରଙ୍ଗନାଥ ରଥ ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ: “Facebook”  Article Source Inspiration, Reference: Personal, News papers, Books & Internet  Image Source: Personal or Internet  Tag: Ranganath Rath ରଙ୍ଗନାଥ ରଥ © Copyright Reserved by the Author  ଏହି ଲେଖାଟି ପଢିଥିବାରୁ ଅଶେଷ ଅଶେଷ ଧନ୍ୟବାଦ । ଲେଖକଙ୍କୁ ଓ “ସୁରଭି ଓଡିଆ” ପରିବାରକୁ ଉତ୍ସାହିତ କରିବା ପାଇଁ ଲେଖାକୁ (୧) ଏହି ୱେବ୍ସାଇଟ (ସୁରଭି ଓଡିଆ)ରେ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ । (୨)…

Read More