ସବୁ ସମ୍ପର୍କ ମଧୁର

Suravi Digital Magazine in Odia

ସବୁ ସମ୍ପର୍କ ମଧୁର —————–] ******* [—————– ଲେଖକ: ଶ୍ରୀ ହରେକୃଷ୍ଣ ସାହୁ Shree Harekrushna Sahu ….. ————( କ୍ଷୁଦ୍ରଗଳ୍ପ )————- ବେଳେ ବେଳେ ଅଦରକାରୀ ଜିନିଷଟିଏ, ପ୍ରାଣୀଟିଏ ଅଥବା ମଣିଷଟିଏକୁ ଲୋକେ ଖୁବ ଆନ୍ତରିକତା ସହ ଖୋଜନ୍ତି।ତାକୁ ପାଇ ନପାରିଲେ ଖୋଜୁଥିବା ମଣିଷଟି ତାର ମନ ଅଭ୍ୟନ୍ତରର କେଉଁ ଏକ ସୁକ୍ଷ୍ମକୋଣରେ ବିନ୍ଦୁଏ ଦୁଃଖ ଅନୁଭବ କରେ । ଅବଶ୍ୟ ଅଳ୍ପ ସମୟ ପରେ ସେ ଦୁଃଖଟି ବିସ୍ମୃତ ହୋଇଯାଏ। ତଥାପି ସେହି ମୁହୂର୍ତ୍ତକର ଦୁଃଖଟିକୁ ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ମାନ୍ୟତା ଦିଆଯିବ । କାରଣ ସେଥିପାଇଁ ଦୁଃଖ ପ୍ରକାଶ କରାଯାଏ ନାହିଁ। ଦୁଃଖ ଅନୁଭୁତ ହୋଇଥାଏ । ସୀତାଖୁଡି ତା ସାନପୁଅ ପାଖରେ ଭୁବନେଶ୍ୱରରେ ପନ୍ଦରଦିନ ରହିସାରି ଫେରିଲା ପରେ ତା’ ପରଦିନ ସକାଳେ ପୋଖରୀକୁ ଗାଧୋଇ ଗଲା। ଦେଖିଲା ତୁଠରେ…

Read More

୯୯.୯୯ ଟା ବାପା

Suravi Digital Magazine in Odia

୯୯.୯୯ ଟା ବାପା —————–] ******* [—————– ଲେଖକ: ଶ୍ରୀ ହରେକୃଷ୍ଣ ସାହୁ Shree Harekrushna Sahu ….. ଲଣ୍ଡନ୍ ର ଫେମ୍ ସ୍କୋୟାର୍ ରେ ଜଣେ ଯୁବତୀ ଠିଆ ହୋଇଥିଲେ। ଜଣେ ଯୁବକ ତାଙ୍କ ପାଖକୁ ଆସି କହିଲେ – ମିସ୍, ମୁଁ ତୁମକୁ ପସନ୍ଦ କରେ। ଖୁବ ଭଲପାଏ। ମୁଁ ତୁମକୁ ବିବାହ କରିବାକୁ ଚାହେଁ। ତୁମେ ମୋ କଥାରେ ସହମତ କି ? ମୋତେ ବିବାହ କରିବ କି ? ଯୁବତୀଟି ଏ କଥା ଶୁଣି ହସିଦେଲା। ହସି ହସି କହିଲା – * ଆପଣଙ୍କୁ ଧନ୍ୟବାଦ, ମୋତେ ପସନ୍ଦ କରିଥିବାରୁ। * ମୁଁ ଆଉ ଜଣକୁ ଭଲପାଏ। * ତାଙ୍କ ସହିତ ମୋର ବିବାହ ସ୍ଥିର ହୋଇ ସାରିଛି। * ଅଥବା କହିବେ, ମୁଁ ବିବାହିତ। * ଶେଷରେ କହିବେ ଆପଣଙ୍କ…

Read More

ଜହ୍ନରେ କରିବା ଘର

Suravi Digital Magazine in Odia

ଜହ୍ନରେ କରିବା ଘର —————–] ******* [—————– ଲେଖକ: ଶ୍ରୀ ହରେକୃଷ୍ଣ ସାହୁ Shree Harekrushna Sahu ….. ଆମେ ଏଲିଏନ୍ ର ଚିତ୍ରଟିଏ ଦେଖିଲେ ଆମ ମନରେ ଅନେକ ପ୍ରଶ୍ନ ତିଆରି ହୋଇଯାଏ। ଏଲିଏନ୍ ମାନେ ମଣିଷ, ହେଲେ ତାଙ୍କର ଚେହେରା କାହିଁକି ଏପରି ? ଦେହରେ ଚର୍ବି ନାହିଁ। ମାଂସ ନାହିଁ। କେବଳ ହାଡ଼ ଉପରେ ଚମଡ଼ାର ଗୋଟେ ପ୍ରସ୍ତ ଛାଇ ହୋଇ ରହିଛି। ତାହା ପୁଣି ଆମ ଶରୀରର ଚର୍ମ ଭଳି ନୁହେଁ। ନବଜନ୍ମିତ ଶିଶୁର ନରମ ଚର୍ମ ଭଳି ଯାହା ଉପରଟା ଏତେ ଚିକ୍କଣ ଯେ ଲାଳ ବୋଳି ହେଲାଭଳି ଦେଖା ଯାଉଛି। ପାଦରୁ ମୁଣ୍ଡ ପର୍ଯ୍ୟନ୍ତ କୌଣସିଠାରେ ଗୋଟିଏ ବି ଲୋମ ନାହିଁ। ଦେହ ତୁଳନାରେ ମୁଣ୍ଡଟା ବଡ଼। ମୁଣ୍ଡ ତୁଳନାରେ ଅଖି ଦୁଇଟି ଆହୁରି ବଡ଼। ସେମାନଙ୍କ ପାଇଁ…

Read More

ମୁଠାଏ ଭିକ

Suravi Digital Magazine in Odia

ମୁଠାଏ ଭିକ —————–] ***** [—————– ଲେଖକ: ଶ୍ରୀ ହରେକୃଷ୍ଣ ସାହୁ Shree Harekrushna Sahu ….. ପେଟ ପୁରୁ କି ନ ପୁରୁ ବଞ୍ଚିରହିବା ପାଇଁ ଦିନକୁ ଦି’ବକ୍ତ ଖାଇବା ଦରକାର। ଜଣେ ଲୋକ ଗୋଟେ ବକ୍ତରେ ଅତି କମରେ ୨୦୦ ଗ୍ରାମ ଚାଉଳର ଭାତ ଖାଏ। ତେଣୁ ଦିନକୁ ୪୦୦ ଗ୍ରାମ ହେଲେ ଜଣକ ପାଇଁ ମାସକୁ ୧୨୦୦୦ ଗ୍ରାମ ବା ୧୨ କିଲୋ ,ଚାଉଳ ଦରକାର। ଆଜିକାଲି ଛୋଟ ପରିବାର କହିଲେ ବାପା ମାଆ ଓ ଦୁଇଟି ଛୁଆ। ମୋଟ ଚାରିଜଣ। ଗୋଟେ ଛୋଟ ଚାରିଜଣିଆ ପରିବାର ମାସକୁ ଅବଶ୍ୟ କରନ୍ତି, ଜଣକା ୧୨ କିଲୋ ହିସାବରେ ୪୮ କିଲୋ ଚାଉଳ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଚିହ୍ନଟ କରି ସରକାର ପ୍ରତି ପରିବାରକୁ ୨୫ କିଲୋ ଚାଉଳ ଦେଉଛନ୍ତି। ଗୋଟେ…

Read More

କେଶନା

କେଶନା

କେଶନା —————–] ଶ୍ରଦ୍ଧାଞ୍ଜଳି [—————– ଲେଖକ: ଶ୍ରୀ ହରେକୃଷ୍ଣ ସାହୁ Shree Harekrushna Sahu ….. ଆମ ଗାଁର କେଶବ ଚରଣ ପଣ୍ଡା, ପ୍ରଫୁଲ୍ଲ କୁମାର ପଣ୍ଡା, ଓ କୈଳାସ ଚନ୍ଦ୍ର ରଥ ଏହି ଅଞ୍ଚଳରେ ତ୍ରିଶକ୍ତି, ତ୍ରିମୂର୍ତ୍ତୀ ବା ତ୍ରିଶକ୍ତି ହିସାବରେ ପରିଚିତ। ତାଙ୍କ ଉଦ୍ୟମରେ ଆମ ଗାଁରେ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ଗୋଟେ ଡିଗ୍ରୀ କଲେଜ ହୋଇଛି। ଆମ ଗାଁରୁ ପୂର୍ବକୁ ହରିପୁର ତା’ ଆଗକୁ ବରୁଆଁ ସାତ କିଲୋମୋଟର। ପଶ୍ଚିମକୁ ତିନିକିଲୋମିଟର ଦୂରରେ ରସୁଲପୁର ଓ ଚଣ୍ଡିପୁର। ଉତ୍ତରକୁ ଖରସୁଆଁ ନଈ ସେପାରି ତିନି ଚାରି କିଲୋମିଟର ଦୂରରେ ଥିବା ପଇଡ଼ାବାଦ, ଜହଳ, ଜଇପୁର ଓ କଚେରୀଗାଁ ତଥା ଦକ୍ଷିଣକୁ ପାଞ୍ଚ କିଲୋମିଟର ଦୂରରେ ଥିବା ବାଲିପାଟଣା ଓ କୁଣ୍ଡପାଟଣା ଗାଁର ପିଲାମାନେ ଏଠାକୁ ଆସି ପାଠ ପଢ଼ନ୍ତି।…

Read More

ପୂଜାଘିଅ

Suravi Digital Magazine in Odia

ପୂଜାଘିଅ —————–] ***** [—————– ଲେଖକ: ଶ୍ରୀ ହରେକୃଷ୍ଣ ସାହୁ Shree Harekrushna Sahu ….. ଥରେ ଜଣେ ସାମ୍ବାଦିକ ବନ୍ଧୁ ଡାକିଲେ, କହିଲେ, ଆସ ସାରଥୀବାବାଙ୍କ ଆଶ୍ରମକୁ ଯିବା। ତାଙ୍କ ସିମେଣ୍ଟ ଗାଈ କେମିତି କାମ କରୁଛି, ସେ ଗାଈ ଦୁଧର ସ୍ୱାଦ କିପରି ଜାଣି ଆସିବା। ସାଙ୍ଗହୋଇ ଗଲୁ। ଆଶ୍ରମରେ ପହଞ୍ଚିଲୁ। ଗାଈଟିକୁ ଦେଖିଲୁ, ଖୁବ ଡଉଲ ଡାଉଲ ରୂପ ଦେଇ ତିଆରି ହୋଇଥାଏ। ଯେତେବେଳେ ଭକ୍ତମାନଙ୍କ ନିମନ୍ତେ ଦୁଗ୍ଧ ବଣ୍ଟନ ଆବଶ୍ୟକ ହେଲା ବାବା ଗୋଟେ ସ୍ୱିଚ୍ ଟିପିଦେଲେ। ସର୍ଭର ରୂମରେ ବସିଥିବା ଅପରେଟରଟି ପାଖରେ ଗୋଟେ ମୃଦୁ ଶବ୍ଦ ସୃଷ୍ଟି ହେବା ସହିତ ଆଲୋକଟିଏ ଜଳି ଉଠିଲା। ସେ ସଙ୍କେତ ପାଇବା ମାତ୍ରେ ଆପରେଟରଟି ତା’ପାଖରେ ଥିବା ସ୍ୱିଚଟିକୁ ଚିପିଦେଲା। ଫଳରେ ବାବାଙ୍କ ପାଖରେ ଥିବା ଗାଈର ଚିରରୁ ଦୁଧ ବହିବା…

Read More

ଅପ୍ରତ୍ୟାଶିତ

Suravi Digital Magazine in Odia

ଅପ୍ରତ୍ୟାଶିତ —————–] ଗପ [—————– ଲେଖକ: ଶ୍ରୀ ହରେକୃଷ୍ଣ ସାହୁ Shree Harekrushna Sahu ….. ନିଷିଦ୍ଧ ଗଳିକୁ ଆସିଲା ନୂଆ ବେଶ୍ୟାଟିଏ। ଶ୍ରୀମୟୀ। ଅଳ୍ପଦିନ ଭିତରେ ତା’ର ସୌନ୍ଦର୍ଯ୍ୟର ନିଆଁରେ ସାରା ସହର ଜଳି ଉଠିଲା। ବିର୍ଯ୍ୟନିବୃତ୍ତିର ସମ୍ମୁଖିନ ହୋଇ ସାରିଥିବା କିଛି ଲୋକ କହିଲେ – ଇଏ ଆସିଗଲା ପୁରୁଷମାନଙ୍କୁ ନଷ୍ଟ କରିଦେବ। ନାରୀମାନେ କହିଲେ – ମହିଳା ଜାତିର ଇଏ କଳଙ୍କ। କିନ୍ତୁ ଶ୍ରୀମୟୀ ଏ ସବୁଠାରୁ ଥିଲେ ଅନେକ ଦୂରରେ। କେବଳ ବଞ୍ଚିବା ହିଁ ଥିଲା ତାଙ୍କର ଉଦ୍ଦେଶ୍ୟ। ପ୍ରତ୍ୟେକ ଦିନ ରାତି ପାହିଲା ପରେ ଫେରୁଥିଲେ ଜଣେ ଜଣେ ପୁରୁଷ, ସୌନ୍ଦର୍ଯ୍ୟ ଉପଭୋଗର ଅଭିଜ୍ଞତା ସହିତ। ସେଇମାନଙ୍କ ଠାରୁ ଶୁଣିବାକୁ ମିଳୁଥିଲା ଶ୍ରୀମୟୀଙ୍କୁ ନେଇ ଅନେକ ଅନେକ କଥା ଓ କାହାଣୀ। କିଏ କହୁଥିଲା, ସେ ଜଣେ ଖୁବ ସୁନ୍ଦରୀ…

Read More

ଦମ୍ପତ୍ତି

Suravi Digital Magazine in Odia

ଦମ୍ପତ୍ତି —————–] ରିସର୍ଚ୍ଚ [—————– ଲେଖକ: ଶ୍ରୀ ହରେକୃଷ୍ଣ ସାହୁ Shree Harekrushna Sahu ….. ଆପଣ ଲଭ୍ ମ୍ୟାରେଜ୍ କରନ୍ତୁ ବା ଏରେଞ୍ଜ୍ ମ୍ୟାରେଜ୍ କରନ୍ତୁ ବାହାଘର ପରେ ସେ ସବୁର କିଛି ହିଁ ପ୍ରଭାବ ରହିବ ନାହିଁ। ସବୁ ବାହାଘରର ପରବର୍ତ୍ତୀ ଫଳାଫଳ ଗୋଟିଏ ହୋଇଯିବ। ଲଭ୍ ମ୍ୟାରେଜ୍ ପରେ ଆପଣ ପ୍ରେମିକ, ପ୍ରେମିକା ହୋଇ ରହିପାରିବେ ନାହିଁ କିମ୍ବା ଏରେଞ୍ଜ୍ ମ୍ୟାରେଜ୍ ପରେ ଆପଣ ପତି, ପତ୍ନୀ ହୋଇପାରିବେ ନାହିଁ। ହୋଇଯିବେ ଦମ୍ପତ୍ତି। ଦମ୍ ରହିବ ଜଣକ ପାଖରେ ଆଉ ଜଣେ ହୋଇଯିବ ପତି। ଏହାକୁ ଅନୁପମ ଟଣ୍ଡନଙ୍କ ” ମେରିକମ୍ ଏଣ୍ଡ ପଞ୍ଚିଂବ୍ୟାଗ” ଥିଓରି ଦ୍ୱାରା ଭଲ ଭାବରେ ବୁଝାଯାଇ ପାରିବ। ବିବାହ ପରେ ପତ୍ନୀ ହୋଇଯିବେ ମେରିକମ୍, ପତି ହୋଇଯିବେ ପଞ୍ଚିଂବ୍ୟାଗ୍। ପଞ୍ଚିଂବ୍ୟାଗ୍ କେବଳ ମୁଥ ଖାଇବ। ପ୍ରତିବଦଳରେ କିଛି…

Read More

Sample Post: ଶ୍ରୀ ହରେକୃଷ୍ଣ ସାହୁ Shree Harekrushna Sahu

Suravi Digital Magazine in Odia

ଲେଖକ ଶ୍ରୀ ହରେକୃଷ୍ଣ ସାହୁଙ୍କ ନମୁନା ପୃଷ୍ଠାକୁ ସ୍ୱାଗତ । Welcome to Sample Post of Author Shree Harekrushna Sahu. ….. ….. ….. Shree Harekrushna ଶ୍ରୀ ହରେକୃଷ୍ଣ ସାହୁ ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ: “Facebook“ Article Source Inspiration, Reference: Personal, News papers, Books & Internet  Image Source: Personal or Internet  Tag: Harekrushna Sahu ହରେକୃଷ୍ଣ ସାହୁ © Copyright Reserved by the Author  ଏହି ଲେଖାଟି ପଢିଥିବାରୁ ଅଶେଷ ଅଶେଷ ଧନ୍ୟବାଦ । ଲେଖକଙ୍କୁ ଓ “ସୁରଭି ଓଡିଆ” ପରିବାରକୁ ଉତ୍ସାହିତ କରିବା ପାଇଁ ଲେଖାକୁ (୧) ଏହି ୱେବ୍ସାଇଟ (ସୁରଭି ଓଡିଆ)ରେ ଲାଇକ (ପସନ୍ଦ) କରନ୍ତୁ , ମନ୍ତବ୍ୟ ଦିଅନ୍ତୁ ଓ ସେୟାର କରନ୍ତୁ । (୨) ଏହି…

Read More

ଆଫଗାନିସ୍ଥାନକୁ ମୁଣ୍ଡରେ ବୋହିଥିବା ଭାରତୀୟ

ଆଫଗାନିସ୍ଥାନକୁ ମୁଣ୍ଡରେ ବୋହିଥିବା ଭାରତୀୟ ଲେଖକ: ହରେକୃଷ୍ଣ ସାହୁ ଆଫଗାନିସ୍ଥାନରେ ଲୋକେ କେମିତି ଅଛନ୍ତି। କିପରି ଦୁଃଖମାନ ସହୁଛନ୍ତି ତାହା କେବଳ ଅନୁମାନ ସାପେକ୍ଷ। କେବଳ ଖବର ଓ ଭିଡିଓ ଚିତ୍ର ଦେଖି ଅନୁଭବ କରିବା କଥା। ଯାହା ସତ ଅନୁଭବ ତାହା ଆମଠାରୁ ଅନେକ ଦୂରରେ। କାରଣ ରସଗୋଲା ବିଷୟରେ ପଢ଼ିଲେ ପାଟି ମିଠା ହେବନାହିଁ। ମଦ ପିଉଥିବା ଲୋକକୁ ଦେଖିଲେ ଆଦୌ ନିଶା ହେବନାହିଁ। ଅଥଚ ଆମେ ଭାରତୀୟମାନେ ଆଫଗାନିସ୍ଥାନ ଦୁଃଖରେ ମିଛି ମିଛିକା ବିଗଳିତ ହୋଇଯାଉଛନ୍ତି। ଏସବୁ ଏକଦମ୍ ମିଛ। କାରଣ ତାଙ୍କ ଦୁଃଖରେ ଶୋକ ପ୍ରକଟ କରିବା ବଦଳରେ ଆମେ ଏଠି ତାଙ୍କୁ ପରିହାସ କରୁଛନ୍ତି। ସେମାନେ ସୁନ୍ନି ହୋଇଥିବାରୁ ସିହାଙ୍କ ଦ୍ୱାରା ଅତ୍ୟାଚାରିତ ହେଉଛନ୍ତି ଆଉ ଆମେ ସେଥିରୁ ପାଶବିକ ଆନନ୍ଦ ପାଉଛନ୍ତି। ବଢ଼ିଆ ହୋଇଛି। ମୁସଲମାନ ମୁସଲମାନର ଶତ୍ରୁ…

Read More