ପୁରୀ ନଦୀ (୨)

Baikunthnath Khatua ବୈକୁଣ୍ଠନାଥ ଖଟୁଆ

ପୁରୀ ନଦୀ (୨) ଲେଖକ/ କବି: ଶ୍ରୀ ବୈକୁଣ୍ଠନାଥ ଖଟୁଆ Author: Shree Baikunthnath Khatua ….. ଆଗରୁ କହିଥିଲି ଭାର୍ଗବୀରୁ ଚନ୍ଦନପୁରଠାରେ ଧାଉଁରିଆ ବାହାରି ମାଳତୀପାଟପୁରରେ ଦୁଇ ଭାଗ ହୋଇଛି, ବାମ ପାଖରେ କାଞ୍ଚି ଡାହାଣ ପାଖରେ ଧାଉଁରିଆ ଜଗନ୍ନାଥ ସଡକକୁ କ୍ରସ୍ କରି ସମାଙ୍ଗପାଟରେ ପଡିଛି । ସମାଙ୍ଗପାଟରୁ ସୁନାମୁହିଁ ବାହାରି ମଙ୍ଗଳା ନଦୀରେ ମିଶିଛି । ସେମିତି କାଞ୍ଚି ମାଳତୀପାଟପୁରରୁ ବାହାରି ସର ହ୍ରଦରେ ପଡିଛି । ଏହି ସର ହ୍ରଦର ଖାଲୁଆ ଜାଗାରେ ଗୋଟେ ବନ୍ଧ ଥିଲା । ଏହି ଖାଲୁଆ ଅଞ୍ଚଳ ଦେଇ ପାଣି ଜଗନ୍ନାଥ ମନ୍ଦିର ପଶ୍ଚିମ ପଟେ ବହି ଯାଉଥିଲା । ଏହି ବନ୍ଧରେ ଗୋଟେ ମୂଷାଗାତ କରିବାରୁ ଗଳିଆ ଫିଟିଗଲା । ଏହି ନଦୀ ମୂଷାନଦୀ ଭାବେ ପରିଚିତ ହେଲା । ଏହି ନଦୀର ବିଭିନ୍ନ…

Read More

ପୁରୀର ନଦୀ (୧)

Baikunthnath Khatua ବୈକୁଣ୍ଠନାଥ ଖଟୁଆ

ପୁରୀର ନଦୀ (୧) ଲେଖକ/ କବି: ଶ୍ରୀ ବୈକୁଣ୍ଠନାଥ ଖଟୁଆ Author: Shree Baikunthnath Khatua ….. ପୁରୀ ଭାର୍ଗବୀ ନଦୀ ଅବବାହିକାରେ ଅବସ୍ଥିତ । ଭାର୍ଗବୀ ନଦୀରୁ ବାମ ପାଖରେ ଗୋଟିଏ ଧାର ବେଳତାଳ (ଦାସଗୋବା) ଗାଁରୁ ବାହାରିଛି । ଏହି ଧାରକୁ ଧାଉଁରିଆ ନଦୀ କହନ୍ତି । କେହି କେହି କାଞ୍ଚି ନଦୀ କହନ୍ତି । ଏହାର ଭାର୍ଗବୀ ମୁଣ୍ଡ ଚନ୍ଦନପୁରରୁ ଓ ଶେଷ ମୁଣ୍ଡ ମାଳତୀପାଟପୁର । ଏହାର ଲମ୍ବ ପାଖାପାଖି ୩ କିଲୋମିଟର । ଏହି କାଞ୍ଚି ବା ଧାଉଁରିଆ ନଦୀ ୩ କିଲୋମିଟର ଗଲାପରେ ଏହାର ବାମପାଖରୁ କାଞ୍ଚି ନଦୀ ବାହାରିଛି । ଧାଉଁରିଆ ନଦୀ ଭାର୍ଗବୀରୁ ବାହାରି ସମାଙ୍ଗ ପାଟରେ ପଡିଛି । ଏହାର ମୁଖ୍ୟ ଜଳସ୍ରୋତ ହେଉଛି କାଞ୍ଚି ନଦୀ । ସମାଙ୍ଗପାଟ ସରପାଟଠାରୁ ଆୟତନରେ କମ୍…

Read More

କୁମାର ପୂର୍ଣ୍ଣିମା

କୁମାର ପୂର୍ଣ୍ଣିମା

କୁମାର ପୂର୍ଣ୍ଣିମା ଲେଖକ/ କବି: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. କୁଆଁର ପୂନେଇ ଖେଳ ଝିଅମାନଙ୍କର ମେଳ ॥ ଚଉରାମୂଳରେ ପୂଜା ସାଙ୍ଗସାଥି ମେଳ ଖୋଜା ॥ କରନ୍ତି କୁମାର ପୂଜା ପାଇବାକୁ ଦିବ୍ୟ ରାଜା ॥ କୁମାରଙ୍କ ଜନ୍ମ କାହାଣୀ ହରଷ ହୁଅନ୍ତି ଶୁଣି ॥ ଶିବ-ପାର୍ବତୀଙ୍କ ପୁତ୍ର ଶରବଣେ ହେଲେ ଜାତ ॥ ଷଡମୁଖ ଦୁଇହାତ ଦେଖିବାକୁ ସୁନ୍ଦର ସୁତ ॥ ହେଲେ ଦେବ ସେନାପତି ମାରିଲେ ତାରକା ପତି ॥ ଚିର କୁମାର ସେ ହେଲେ ଦେବରେ ଗଣା ନ ହେଲେ ॥ ଦେଖିବାକୁ କନ୍ଦର୍ପ ସରି ପୂଜନ୍ତି ତେଣୁ କୁମାରୀ ॥ ଏହି ଯେ କୁମାରୋସ୍ଛବ ଏହା କୁମାରୀଙ୍କ କାର୍ଯ୍ୟ ॥ ….. କୁମାର ପୂର୍ଣ୍ଣିମା ବହୁ ପ୍ରଚଳିତ ଗୀତ । କୁଆଁର ପୂନେଇ ଜହ୍ନ ଲୋ,…

Read More

ଯୁଗେ ଯୁଗେ

ବଣଭୋଜି ବେଶ

ଯୁଗେ ଯୁଗେ ଲେଖକ/ କବି: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. ଯୁଗେ ଯୁଗେ ପ୍ରଭୁ ତୁମ୍ଭେ ଅବତରି ଭାରା ନିବାରଣ କଲ ଦିତିଙ୍କର ପୁତ୍ର ଦୈତ୍ୟ ବଂଶେ ଜାତ ହିରାଣାକ୍ଷକୁ ବଧିଲ ॥ ପିତା ତାହାଙ୍କର କଶ୍ୟପ ଋଷି ଯେ ଦିତିଙ୍କ ଗର୍ଭରେ ଦୈତ୍ୟ ପୂର୍ବ ଜନ୍ମେ ସ୍ଵର୍ଗେ ଦୁଇ ଦ୍ଵାରପାଳ ଜୟବିଜୟ ଏହା ସତ୍ୟ ॥ ମହାଲକ୍ଷ୍ମୀ ଥରେ ଦେଖା କରିବାକୁ ବିଷ୍ଣୁଙ୍କ ପାଖକୁ ଗଲେ ଅଭିଶାପ ଦେଲେ ମହାଲକ୍ଷ୍ମୀ ତାଙ୍କୁ ଜନ୍ମ ହୁଅ ଦୈତ୍ୟ କୂଳେ ॥ ବଡ ହିରଣ୍ୟକଶିପୁ ସାନ ହିରଣାକ୍ଷ ପରେ ଜନ୍ମ ମରୁତଗଣ ବେଦ ବିଦ୍ୟା ଦେଖି ଲୋଭେ ବଶବର୍ତ୍ତୀ ଚାହିଁଲ ନେବାକୁ ପୁଣ ॥ ହିରଣାକ୍ଷ ଦୈତ୍ୟ ଲୁଚାଇ ରଖିଲା ବେଦ ସମୁଦ୍ର ଭିତର ଚୋରାଇବା ନୁହେଁ ଅଶୁଦ୍ଧ ଅକ୍ଷର ଶୁଦ୍ଧାଶୁଦ୍ଧ ନ କଲା…

Read More

ଶ୍ରୁତି ମହାପାତ୍ର

ଶ୍ରୁତି ମହାପାତ୍ର

ଶ୍ରୁତି ମହାପାତ୍ର ଲେଖକ/ କବି: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. ଘଟଣାଟି ଠିକ ନାଟକ ଭଳି । ସମ୍ପଦ ଆଉ ବିପଦ ଦୁଇ ଭାଇ । ଏକ ସାଥିରେ ଆସନ୍ତି । ହାତ ଧରାଧରି ହୋଇ, ଗୋଟିଏ ଗୋଟିଏ ପାହୁଣ୍ଡ ଆଗ ପଛ ହୋଇ ଆସନ୍ତି । ୧୪ ଏପ୍ରିଲ ୧୯୮୭ ମସିହା । ଝିଅର ବାହାଘର ହେବ । ନୂଆ କାର କିଣାହେଲା । କାର ତ ପୁଣି ପୂଜା ହେବ । ଗାଡି ପୂଜା କରିବାକୁ ମା’ ମଙ୍ଗଳାଙ୍କ ପାଖକୁ ଯିବାକୁ ହେବ । ପୂଜା ସାରିଲା । ଭୁବନେଶ୍ବରରେ ପହଞ୍ଚିବାକୁ ମାତ୍ର ଅଳ୍ପ ବାଟ ଅଛି, ଗାଡି ଆକ୍ସିଡେଣ୍ଟ ହେଲା । ଯାହାର ବାହାଘର ହେବାର ଥିଲା, ଯିଏ IAS ପ୍ରିଲିମିନାରି ଫାଇନାଲ ଓ ସାକ୍ଷାତ୍କାର ସରି ଥିଲା,…

Read More

ଆର୍ତ୍ତବଲ୍ଲଭ ମହାନ୍ତି

ଅନଙ୍ଗଭୀମ ଦେବ (ତୃତୀୟ)

ଆର୍ତ୍ତବଲ୍ଲଭ ମହାନ୍ତି ଲେଖକ/ କବି: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. କନିକା ରାଜା ଅପୁତ୍ରକ ଥାଇ ମୃତ୍ୟୁବରଣ କଲେ । କୌଳିକ ପ୍ରଥାନୁସାରେ ତାଙ୍କ ବଂଶର କେହି ଜଣେ ରାଜଗାଦିରେ ନ ବସିଲେ ଶବସତ୍କାର ହେବ ନାହିଁ । ଗୋଟିଏ ପଟେ ରାଜ୍ୟାଭିଷେକ ହେଲେ, ଅନ୍ୟ ପଟେ ଶବସତ୍କାର ହୁଏ । ରାଜମାତା ବଡ ଦ୍ଵନ୍ଦରେ ପଡିଲେ । ସେ ଆଳି ରାଜବଂଶ କନ୍ୟା । ବାନାମ୍ବର ମହାନ୍ତି ରାଜାଙ୍କର ଗୁମାସ୍ତା ଥିଲେ । ରାଜମାତା ତାଙ୍କ ଗନ୍ତାଘର ଚାବି ବାନାମ୍ବର ମହାନ୍ତିଙ୍କ ହାତରେ ଦେଇ କହିଲେ – “ ଗନ୍ତଘରୁ ପ୍ରୟୋଜନ ଅନୁସାରେ ଅର୍ଥନେଇ ରାତାରାତି ଆଳି ଯାଅ ଓ ଭାଇକୁ କହି ତାଙ୍କ ପୁଅଙ୍କୁ ଆଣି ରାଜଗାଦିରେ ବସାଅ । ତ’ହେଲେ ଆମ ରାଜତ୍ଵ ରହିବ ।“ ବାନାମ୍ବର ଥିଲେ…

Read More

ଅନଙ୍ଗଭୀମ ଦେବ (ତୃତୀୟ)

ଅନଙ୍ଗଭୀମ ଦେବ (ତୃତୀୟ)

ଅନଙ୍ଗଭୀମ ଦେବ (ତୃତୀୟ) ଲେଖକ/ କବି: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. ପ୍ରାଚୀନ ଉତ୍କଳ ଏହି ବିଶାଳ ସାମ୍ରାଜ୍ୟ ଅଗଙ୍ଗା ଗୋଦାବରୀ ଯେ କରୁଥିଲେ ରାଜ ॥ ଚୁଡ଼ଙ୍ଗ-ବଂଶଧର ଧରିଲେ ଛତ୍ର-ଦଣ୍ଡ କେ’କିଛି ନ କଲେ ହେଲେ ଅକାଳ କୁଷ୍ମାଣ୍ଡ ॥ ଚୋଡଗଙ୍ଗ ଦେବ ଭାଇ ପରମାର୍ଦ୍ଦି ଦେବ ତାଙ୍କ ବଂଶାଳୀ ଅଟନ୍ତି ଅନଙ୍ଗ ନରେନ୍ଦ୍ର ॥ ରାଜରାଜ ମଙ୍କୁଣ ପୁତ୍ର ଅଟନ୍ତି ଅନଙ୍ଗ ମାତା ଚାଲୁକ୍ୟବଂଶୀ ପିତା ଅଟେ ଗଙ୍ଗ ॥ ଯୋଦ୍ଧା ପଣେ ଇନ୍ଦ୍ରସମ ନ ଛୁଅନ୍ତି ଅଙ୍ଗ ସମର ପ୍ରାଙ୍ଗଣେ ଯଥା ଉଡ଼ନ୍ତି ବିହଙ୍ଗ ॥ ଉତ୍ତରରେ ମୁସଲମାନ ପଶ୍ଚିମେ ଡାହାଳ ସୁଯୋଗ ଉଣ୍ଡି ଓଡିଶାରେ କରନ୍ତି ଗୋଳ ॥ ବକ୍ତିଆର ଖିଲିଜି ଭୟେ ଲକ୍ଷ୍ମଣ ସେନ ଲୁଚି ପଳାଇ ଆସିଲେ ନ କରି ଦମନ ॥ ତାହାଙ୍କୁ…

Read More

ସାବରମତୀ ଆଶ୍ରମ

ସାବରମତୀ ଆଶ୍ରମ

ସାବରମତୀ ଆଶ୍ରମ ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ସାବରମତୀ ଆଶ୍ରମକୁ ଭାଙ୍ଗି ଏକ ପର୍ଯ୍ୟଟନ କେନ୍ଦ୍ରସ୍ଥଳୀ ସ୍ଥାପନ କରିବେ । ସାବରମତୀ ଆଶ୍ରମର ଆୟତନ ୧୫୦ ଏକର ଅନ୍ୟତ୍ର ୩୬ ଏକର । ମହାତ୍ମା ଗାନ୍ଧୀ ଏହାକୁ ୧୯୧୭ ମସିହାରେ ତିଆରି କରିଥିଲେ । ସାବରମତୀ ଆଶ୍ରମର ଘଟଣାବଳୀ ତଳେ ଦିଆଗଲା । ୧୯୩୩ ମସିହାରେ ମହାତ୍ମା ଗାନ୍ଧୀ ଇଂରେଜ ସରକାରଙ୍କୁ କହୁଥିଲେ ଏହି ଆଶ୍ରମକୁ ନେଇଯାଅ, କିନ୍ତୁ ଇଂରେଜ ସରକାର ନେଲେ ନାହିଁ; ଏବେ ସରକାର ଏହାକୁ ନେବେ । ମହାତ୍ମା ଗାନ୍ଧୀ ସ୍ଥିର କଲେ ଦକ୍ଷିଣ ଆଫ୍ରିକାରୁ ସବୁଦିନ ପାଇଁ ପରିତ୍ୟାଗ କରିଚାଲିଯିବାକୁ ପଡିବ । ସେ ଦିନ ଆସିଲା ୧୯୧୪ ମସିହା ଜୁଲାଇ ୧୮ ତାରିଖ । ସେ ଜାହାଜ ଆର.ଏମ.ଏସ.…

Read More

ଚଷା ଭାଇ (୧୦)

Suravi Digital Magazine in Odia

ଚଷା ଭାଇ (୧୦) ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. ମାଘମାସେ ହୁଏ ଅଗିପୋଡା ନଡାକୁଟା ପାଳ ହୁଅଇ ଲୋଡା ପିଲାମାନେ ମିଶି ମଗନ୍ତି ନଡା ଏକାଠି କରି ହୁଏ ଯୋଗଡା ଆଲୋ ସଜନୀଲୋ ଭାବନ୍ତି ମଡା ପୋଡା ॥ ପନିପରିବା ଯାହା ମିଳିଲା ଲୁଣଶୋରିଷ ଯେ ଯାହା ଦେଲା ବ୍ରାହ୍ମଣ ଡାକି କରନ୍ତି ପୂଜା ଖୁସିରେ ଏହା ଲାଗଇ ମଜା ଆଲୋ ସଜନୀଲୋ ପଡୁନି ତା’ର ଖୋଜା ॥ ଏହିଠାରୁ ଅଗ୍ନି ତେଜ ବଢି ଗାଁ ଗାଁ ରେ ହୁଏ ଘର ପୋଡି ଚଳଘର ଥିଲା, ଛପର ନାହିଁ ଅଗିପୋଡା ହୁଏ ସେଥି ପାଇଁ । ଆଲୋ ସଜନୀଲୋ ମନୁ ବିଶ୍ବାସ ନ ଯାଇ ॥ ଅଗ୍ନି ଦେବତା ରୋଗ ଶୋକ ନେଇଯିବ କି ଏହି ବିଶ୍ବାସ ଅଗ୍ନିଶାନ୍ତ ନୋହିବ ରୋଷ…

Read More

ମାଆ ତାରିଣୀ

ମାଆ ତାରିଣୀ

ମାଆ ତାରିଣୀ ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ….. ମାଆ ତାରିଣୀ ତୁ ଜଙ୍ଗଲ-ରାଣୀ ତୋ ଆସ୍ଥାନ ଥିଲା ପୂଣ୍ୟ ବୈତରଣୀ ………ମା ତାରିଣୀ । ପୂଣ୍ୟ ବୈତରଣୀ ତୋ ଆଦ୍ୟ ରହଣି ପରେ ଆସିଲୁ ତୁ ଶାଳ ବଣି ……………..ମା ରାଜାଙ୍କ ଚାହାଣି ପଛକୁ ଜାଣି ଅଟକି ଗଲୁ ତୁ ହେଲୁ ବାୟାଣୀ ………. …. ମା ରହିଲୁ ସେଠି ବନବିହାରିଣୀ ଆଦିବାସୀଙ୍କ ବିପଦ ହାରିଣୀ ………………ମା ଗୋବିନ୍ଦ ଭଞ୍ଜ ଆଣିଲେ ପୁରୀରୁ ଭଣି ରାଜାଙ୍କ ପଛେ ନାହିଁ ଟିଣି ଟିଣି ……………ମା ନିଚଳ ପର୍ବତ ରାଶି ଗନ୍ଧ ଜାଣି ଘଟଗାଁ ଆସିଲୁ ଆସ୍ଥାନ ମଣି ……………ମା ପୀଠ ବାରିଗାଁ ଅଟେ ଦାନ୍ତୁଆଣି କହନ୍ତି ଲୋକେ ତୁ ବଣର ମଣି ………… ମା ଦେହୁରୀ ପୂଜନ୍ତି ତୋ ମନ ଜାଣି ଫିଙ୍ଗିଲୁ…

Read More