ଭଜନର ପ୍ରକୃତ ଅର୍ଥ

ବଣଭୋଜି ବେଶ

ଭଜନର ପ୍ରକୃତ ଅର୍ଥ ଲେଖକ: ଶ୍ରୀ ସୁଶାନ୍ତ ପୁରୋହିତ ପାର୍ଥ(ପାର୍ଥ) Shree Susanta Purohita(Partha) ….. ଭଜନର ପ୍ରକୃତ ଅର୍ଥ ଶ୍ରୀଯୁକ୍ତ ରଘୁନାଥ ଦାସ ଙ୍କ ଏକ ଭଜନ ଓ ତାର ତତ୍ତ୍ୱ ବନ୍ଧୁ ଡ଼ଃ ସୁଦର୍ଶନ ସାମଲଙ୍କ whatsapp ରେ ଏକ ଚମତ୍କାର ଭଜନ ଦେଖିଲି , ତାର ପ୍ରତି ପଦ ର ବ୍ୟାଖ୍ୟା ପଢ଼ିଲି । ବାଃ କି ସୁନ୍ଦର ତର୍ଜମା !!! ଆପଣ ମାନଙ୍କ ପାଇଁ ଅବିକଳ ଭାବେ share କଲି ଚିନ୍ତନ ଟି , ରଘୁନାଥ ଦାସଙ୍କ ତତ୍ତ୍ୱ ପୂର୍ଣ୍ଣ ଭଜନ ପ୍ରଥମ ପଦ *ବୋହୂ ଚାଲି ନ ଜାଣଇ ଗୋ, ପାଦ ପଡୁଥାଏ ବଙ୍କା* *ଯେଉଁ ଦିନ ବୋହୂ ସଳଖି ଚାଲିବ, ଘରେ ପଡ଼ିଯିବ ଡକା* *ଭାବାର୍ଥ:*- *କବି ଏଠାରେ ପ୍ରାଣବାୟୁକୁ ଏକ ନବାଗତ ବଧୁ ସହିତ ତୁଳନା କରିଛନ୍ତି…

Read More

“ଅଜେୟ ଭାରତ ର ପ୍ରବୀଣ ଯୋଦ୍ଧା“ ଅଜିତ ଦୋଭାଲ

Ajit Doval

“ଅଜେୟ ଭାରତ ର ପ୍ରବୀଣ ଯୋଦ୍ଧା“ ଅଜିତ ଦୋଭାଲ ଲେଖକ: ଶ୍ରୀ ସୁଶାନ୍ତ ପୁରୋହିତ ପାର୍ଥ(ପାର୍ଥ) Shree Susanta Purohita(Partha) ….. “ ଅଜେୟ ଭାରତ ର ପ୍ରବୀଣ ଯୋଦ୍ଧା “ ଅଜିତ ଦୋଭାଲ “ ତଥ୍ୟ ସ୍ରୋତ : ଉଇକିପିଡିଆ ଓ ନେଟ ରୁ ପ୍ରସ୍ତୁତି ଓ ଉପସ୍ଥାପନା : ପାର୍ଥ ସାଧାରଣ ଅବସର ପ୍ରାପ୍ତ ପ୍ରଶାସନିକ କର୍ମଚାରୀ ଟିଏ ଦେଖିବାକୁ , ସରଲ ଶାନ୍ତ ଚେହେରା , ମିଷ୍ଟାଭାଷୀ ଖର୍ବକାୟ ମଣିଷ ଟିଏ । ଆପଣ ଯଦି ତାଙ୍କୁ ଆପଣଙ୍କ ସହର ରେ ରାସ୍ତା ରେ ଅନେଇବେ ଜାଣି ବି ପାରିବେ ନାହି କିଛି ବୈଶିଷ୍ଟ ଥିବ ଏହି ସାଧାରଣ ଦିଶୁଥିବା ମଣିଷ ଟିଏ ଭିତରେ । ହଜାର ହଜାର ସେହିପରି ଦିଶୁଥିବା ଲୋକ ତ ଆପଣ ଦେଖୁଥିବେ । ତେବେ ଏହି ବ୍ୟକ୍ତି…

Read More

Sample Post: ଶ୍ରୀ ସୁଶାନ୍ତ ପୁରୋହିତ ପାର୍ଥ(ପାର୍ଥ) Shree Susanta Purohita Partha

Suravi Digital Magazine in Odia

ଲେଖକ ଶ୍ରୀ ସୁଶାନ୍ତ ପୁରୋହିତ ପାର୍ଥଙ୍କ ନମୁନା ପୃଷ୍ଠାକୁ ସ୍ୱାଗତ । Welcome to Sample Post of Author Shree Susanta Purohita Partha. ….. ….. ….. Shree Susanta Purohita Partha ଶ୍ରୀ ସୁଶାନ୍ତ ପୁରୋହିତ ପାର୍ଥ ଏହି ଲେଖାକୁ ଏଠି ମଧ୍ୟ ପଢିପାରିବେ: “Facebook” , “Website 1” ,  “Website 2” Article Source Inspiration, Reference: Personal, News papers, Books & Internet  Image Source: Personal or Internet  Tag: Susanta Purohita Partha ସୁଶାନ୍ତ ପୁରୋହିତ ପାର୍ଥ(ପାର୍ଥ) © Copyright Reserved by the Author  ଏହି ଲେଖାଟି ପଢିଥିବାରୁ ଅଶେଷ ଅଶେଷ ଧନ୍ୟବାଦ । ଲେଖକଙ୍କୁ ଓ “ସୁରଭି ଓଡିଆ” ପରିବାରକୁ ଉତ୍ସାହିତ କରିବା ପାଇଁ ଲେଖାକୁ (୧) ଏହି ୱେବ୍ସାଇଟ (ସୁରଭି…

Read More

କୌତୁକ ଯୌତୁକ ର

Suravi Odia Online Magazine

କୌତୁକ ଯୌତୁକ ର ଲେଖକ: ଶ୍ରୀ ସୁଶାନ୍ତ ପୁରୋହିତ ପାର୍ଥ(ପାର୍ଥ) Shree Susanta Purohita(Partha) ଏକ ହିନ୍ଦୀ ହାସ୍ୟ ଅଲେଖ୍ୟ ଆଧାରରେ ଭାବାନୁବାଦ ଓ ଉପସ୍ଥାପନା : ପାର୍ଥ ଚୌବେଜୀ ଙ୍କ ପୁଅ ଅଶୋକ । ବେଶ ସୌମ୍ୟ ,ସୁନ୍ଦର ପିଲା ଟିଏ । ଏଇ ଏବେ ଏବେ ସ୍ନାତକୋତ୍ତର କରିଛି ନାମୀ କଲେଜ ରେ , ସେ ପୁଣି ପ୍ରଥମ ଶ୍ରେଣୀରେ ବହୁତ ମାର୍କ ରଖି । ଚୌବେ ଖୁସି । ପୁଅ ର ପାଠପଢା ରେ ଏତେ ଯେ ଖରଚ କରିଥିଲେ । ଚାକିରି ତ ଥୁଆ ହୋଇଛି , ଏବେ ସଙ୍ଗେ ସଙ୍ଗେ ନ ହଉ , ବଳେ ଭଲ ଚାକିରି ଟିଏ ଲାଗି ଯିବ ନି କି !!!! ତେଣୁ ଏବେ ବାହା ସାହା କରେଇ ଦେଲେ ଭଲ । ଖର୍ଚ୍ଚବାର୍ଚ୍ଚ …

Read More

ଦାନବୀର କର୍ଣ୍ଣଙ୍କ କେତେକ ଜଣା ଅଜଣା କଥା (୧)

ଦାନବୀର କର୍ଣ୍ଣଙ୍କ କେତେକ ଜଣା ଅଜଣା କଥା (୧)

ଦାନବୀର କର୍ଣ୍ଣଙ୍କ କେତେକ ଜଣା ,ଅଜଣା କଥା (୧) Indiatimes ର ଇଂରେଜୀ ଅଲେଖ୍ୟ ଓ ମହାଭାରତ ଆଧାର ରେ ଭାବାନୁବାଦ ଓ ଉପସ୍ଥାପନା : ସୁଶାନ୍ତ ପୁରୋହିତ ପାର୍ଥ ( ସାହିତ୍ୟ ମାଧୁର୍ଯ୍ୟ ରେ ମଧ୍ୟ ପ୍ରକାଶିତ ) ମହାଭାରତର କେନ୍ଦ୍ରୀୟ କଥାବସ୍ତୁ “ କୁରୁକ୍ଷେତ୍ର ଯୁଦ୍ଧ “ ର ଅପ୍ରତିଦ୍ଵନ୍ଦୀ ଭାବରେ ଶ୍ରେଷ୍ଠ ମହାବୀର ଯେ ଥିଲେ କର୍ଣ୍ଣ ତାହା ଶ୍ରୀକୃଷ୍ଣ ମଧ୍ୟ ମୁକ୍ତ କଣ୍ଠରେ ସ୍ଵୀକାର କରିଛନ୍ତି ଅନେକ ବାର । ସେ ଅର୍ଜୁନ , ପିତାମହ ଭୀଷ୍ମ , ଗୁରୁ ଦ୍ରୋଣ ଇତ୍ୟାଦି ସମସ୍ତଙ୍କ ଠାରୁ ଅଧିକ ପରାକ୍ରମଶାଳୀ ଥିଲେ ଏଥିରେ ସନ୍ଦେହର ଅବକାଶ ନାହିଁ । ପୃଥିବୀ ର ଶ୍ରେଷ୍ଠ ଦାନବୀର ତ ଥିଲେ ସେ, ଏହା ସହିତ ତାଙ୍କର ପ୍ରତିଶ୍ରୁତିବଦ୍ଧତା, ତ୍ୟାଗ, ନିଃସ୍ଵାର୍ଥପରତା, ବନ୍ଧୁ ପ୍ରତି ବିଶ୍ୱାସ ପରି…

Read More

ଅମିନ ସାୟାନୀ ଙ୍କ ଗୀତମାଳା

Suravi Odia Online Magazine

ଅମିନ ସାୟାନୀ ଙ୍କ ଗୀତମାଳା ଲେଖା: ପାର୍ଥ ଉପସ୍ଥାପନା (ଶ୍ରୀ ସୁଶାନ୍ତ ପୁରୋହିତ ପାର୍ଥ(ପାର୍ଥ) Shree Susanta Purohita (Partha)) ଆପଣ ଯଦି ଜୀବନ ର ଅପରାହ୍ନରେ ଉପନୀତ ହୋଇ ସାରିଥିବେ ବା ଶୀଘ୍ର ସେଇ ସ୍ଵର୍ଣିମ ସମୟକାଳ ରେ ପହଞ୍ଚିବାର ଦୁଆର ଦେଶ ରେ ଥିବେ ତେବେ ଆପଣ ନ୍ନିଶ୍ଚୟ ମାନେ ପକାଉଥିବେ ଆପଣଙ୍କ ପିଲା ଦିନର ସେଇ ଖୁବ ସୁଖଦ ସନ୍ଧ୍ୟା ସବୁକୁ , ଯେତେବେଳେ ଆପଣ ଘରେ ଥିବା ସେଇ କାଳ ର ଅନନ୍ୟ ଭଲ୍ବ ବାଲା ରେଡିଓ ବା ଟ୍ରାଞ୍ଜିଷ୍ଟର ରୁ ଭାସି ଆସୁଥିବା ସୁନ୍ଦର ଓଲ୍ଡ ଗୋଲ୍ଡ ଗୀତ ସବୁ ଶୁଣୁଥିଲେ !!!!!!!!!!!!!!! ଲତା , ରଫି , ମୁକେଶ , କିଶୋର ଆଦି ଙ୍କ କଣ୍ଠରୁ ତ ଖାଲି ଗୀତ ନୁହେ , ଝରୁଥିଲା ଅମୃତ ବହୁତ ସୁନ୍ଦର…

Read More

ବିଦଗ୍ଧ ପ୍ରେମୀଙ୍କ କାହାଣୀ

ବିଦଗ୍ଧ ପ୍ରେମୀଙ୍କ କାହାଣୀ ଲେଖକ: ଶ୍ରୀ ସୁଶାନ୍ତ ପୁରୋହିତ ପାର୍ଥ

ବିଦଗ୍ଧ ପ୍ରେମୀଙ୍କ କାହାଣୀ ଲେଖକ: ଶ୍ରୀ ସୁଶାନ୍ତ ପୁରୋହିତ ପାର୍ଥ ମୋର ସବୁଦିନ ଅଭ୍ୟାସ ସକାଳେ ପ୍ରାତଃ ଭ୍ରମଣ ରୁ ଫେରି ପ୍ରାୟ 6 30 ରେ କପେ ଚା ଧରି ବାରଣ୍ଡା ରେ ଥିବା ଆରାମଦାୟକ ବେତ ଚଉକିରେ ବସିବି ଓ ସକାଳୁ ଖବରକାଗଜ ପିଲା ଟି ସେଇଠି ଦେଇଯାଇଥିବା ଖବର କାଗଜ ଓଲଟେଇବି । ବାରଣ୍ଡା ର ଅବସ୍ଥିତି ଏପରି ଯେ ପଡ଼ା ଭିତର କୁ ଯାଇଥିବା ରାସ୍ତା ର ବୁଲାଣି ସେଇ ଜାଗା ରେ ଓ ଘର ସମ୍ନା ରେ ଗୋଟିଏ ଖାଲି ପ୍ଲଟ କାହିଁ କେତେଦିନରୁ ସେମିତି ପଢିଛି । ପ୍ଲଟ କୁ ଲାଗିଥିବା ଡାକ୍ତର ସାହେବ ଙ୍କ ଘର । ସେହି ପ୍ଲଟ ଟି ଖାଲି ପଡ଼ିଥିବାରୁ ସେଇଠି ସମସ୍ତେ ମଇଳା ଆବର୍ଜନା ପକେଇବା ସ୍ୱାଭାବିକ । ତେଣୁ ଡାକ୍ତର…

Read More

ଆମେରିକା ରାଷ୍ଟ୍ରପତି ଆବ୍ରାହାମ ଲିଙ୍କନ ଓ ମୋଚି ର ପୁଅ

ମୋଚି ର ପୁଅ

“ମୋଚି ର ପୁଅ”    ଏକ ଇଂରେଜୀ ଅଲେଖ୍ୟ ଆଧାର ରେ  ଭାବାନୁବାଦ ଓ ଉପସ୍ଥାପନା :  ସୁଶାନ୍ତ ପୁରୋହିତ (ପାର୍ଥ )     ଆବ୍ରାହାମ ଲିଙ୍କନ ଙ୍କୁ କିଏ ନ ଜାଣେ ? ଆମେରିକା ଇତିହାସ ରେ ସବୁ ରାଷ୍ଟ୍ରପତି ଙ୍କ ମଧ୍ୟରୁ ସେ ଜଣେ ସର୍ବାଧିକ ଜନପ୍ରିୟ  ଓ ପ୍ରସିଦ୍ଧ ରାଷ୍ଟ୍ରପତି ଭାବରେ ଥିଲେ । ତାଙ୍କର ବାପା ଜଣେ ମୋଚି ଥିଲେ । ସେ ବଡ ନିଷ୍ଠାପରତା ର  ସହିତ ଖୁବ ଉତ୍ତମ ମାନ ର ଜୋତା ନିର୍ମାଣ କରୁଥିଲେ । ଯେତେବେଳେ ଆବ୍ରାହାମ ନିଜର କୃତିତ୍ଵ  ଓ ଅସାଧାରଣ ପ୍ରତିଭା ବଳ ରେ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇ ଆମେରିକା ପାର୍ଲିଆମେଣ୍ଟ ରେ ପହଞ୍ଚିଲେ , କିଛି ଅହଂବାଦୀ ବିରୋଧୀ ଙ୍କୁ ଏହି କଥା ବରଦାସ୍ତ ହେଇ ପାରୁ ନ ଥିଲା ଯେ…

Read More