ବାରିପଦା ଡେଏଜ୍ (ସୌମ୍ୟ ସମ୍ପର୍କ)

ବାରିପଦା ଡେଏଜ୍ (ସୌମ୍ୟ ସମ୍ପର୍କ)

ଲେଖକ: ହରେକୃଷ୍ଣ ସାହୁ (Harekrushna Sahu)

🔸🔸🔸🔸🔸[ ସୌମ୍ୟ ସମ୍ପର୍କ ]🔸🔸🔸🔸🔸

୧୯୮୫ ମସିହା।

ଓଡିଶାର ପ୍ରଥମ ପ୍ରତ୍ନତତ୍ତ୍ୱବିତ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ପ୍ରତିଷ୍ଠିତ ସାହିତ୍ୟାନୁଷ୍ଠାନ,ବାରିପଦା ସାହିତ୍ୟ ସଂସଦ ର ବାର୍ଷିକ ଉତ୍ସବ । ମୂଖ୍ୟ ଅତିଥି ହିସାବରେ ନିମନ୍ତ୍ରିତ ହୋଇଥାନ୍ତି ସମ୍ବାଦର ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ।

ସଂସଦର ସବୁଠୁ କନିଷ୍ଠ ସଦସ୍ୟ ହିସାବରେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସେବକ ଭାବରେ ମୋତେ ମୁତୟନ କରାଯାଇଥାଏ। ଇରାଜୀରେ କହିଲେ ମୁଁ ଥାଏ ତାଙ୍କର Escort. ସିଏ କୁଆଡେ ଯିବେ, ବାରିପଦାର କେଉଁ କେଉଁ ସ୍ଥାନ ଦେଖିବେ , କିଏ ତାଙ୍କୁ ସାକ୍ଷାତ କରିବ ସବୁକିଛି ଦାୟିତ୍ୱ ମୋ ଉପରେ ନ୍ୟସ୍ତ ଥାଏ । ସେଦିନ ଜଗନ୍ନାଥ ମନ୍ଦିର ରେ ପ୍ରସାଦର ବ୍ୟବସ୍ଥା ହୋଇଥାଏ। ସାହିତ୍ୟ ସଂସଦର ଅନେକ ସଦସ୍ୟଙ୍କ ସହିତ ଖାଇବାକୁ ଗଲୁ। ତଳେ ବସିଲୁ। ମୁଁ ସ୍ଥାନ ପାଇଲି ତାଙ୍କ କଡରେ। ମତେ କୃତ୍ୟ କୃତ୍ୟ ଲାଗୁଥାଏ।

ସଭା ସରିଲା। ମୋର ସେବାରେ ମୁଗ୍ଧ ହୋଇ ଶ୍ରୀଯୁକ୍ତ ପଟ୍ଟନାୟକ ମୋ ବିଷୟରେ ଜାଣିବାକୁ ଆଗ୍ରହୀ ହେଲେ।ତାଙ୍କର ବିଦାୟ ପୂର୍ବରୁ ସର୍କିଟ ହାଉସ୍ ର ଉପର ବାରଣ୍ଡାରେ ସମସ୍ତେ ବସିଥାଉ। ସେ ପଚାରିଲେ-ତୁମେ କଣ କରୁଛ ?

କହିଲି- କିଛିନୁହେଁ।

ସେ କହିଲେ-କିନ୍ତୁ ମୁଁ ଦେଖିଲି ତମେତ ଏଠି ସବୁକାମ କରୁଛ। ଯିଏ ଯାହା ଦରକାର କରୁଛି ତମକୁ ହିଁ ଖୋଜୁଛି। ଭଲପିଲା ଭଲପିଲା।

ଆମ ସାହିତ୍ୟ ସଂସଦର ସଂପାଦକ ତଥା ମୁଖପତ୍ର ଚରୈବେତିର ସଂପାଦକ ନିମାଇ ଭାଇ ପୂର୍ବରୁ ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କ ସହ ପରିଚିତ ଥିଲେ। ସେହିଁ ତାଙ୍କୁ ଅତିଥି କରି ଆଣିଥିଲେ। ବାରିପଦାର ଯେତେ ବଡ ବଡ ଅନୁଷ୍ଠାନ ସବୁଥିରେ ନିମାଇଭାଇ ମତେ ନେଇ ପୁରାଉଥିଲେ। ସିନେ ଭିୟୁଅରସ୍ କ୍ଲବ, ବାରିପଦା ରଥଯାତ୍ରା ନିୟନ୍ତ୍ରଣ କମିଟି ସବୁଠି ମୁଁ ଥାଏ।

ତେଣୁ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ କଥାର ଉତର ନିମଇଭାଇ ଦେଲେ-ହରେକୃଷ୍ଣ ଜଣେ ଭଲ ଲେଖକ। ସଂସଦ ପତ୍ରିକାରେ ସୁନ୍ଦର ଗପଟିଏ ଲେଖିଛି। ପଢିବେ। ନିଜେ ଗୋଟେ ଛୋଟ ପତ୍ରିକା ବାହାର କରୁଛି। ବାରିପଦାରେ ଯେଉଁଠି ପତ୍ରିକା ବାହାରେ ତାକୁ ଲେଖା ମାଗନ୍ତି। ବଡ ବଡ ପୂଜା କମିଟି ର ସ୍ମରଣିକା ସଂପାଦନା କରେ।

ସୌମ୍ୟବାବୁ କହିଲେ -ପିଲାଟାତ ତାହେଲେ ଡେଡିକେଟେଡ୍ ସାହିତ୍ୟିକ।

ମତେ ପଚାରିଲେ – ତାହେଲେ ତୁମେ ଭବିଷ୍ୟତରେ କଣ କରିବ ? କେତେଦିନ ତୁମ ପତ୍ରିକା ଟି ଚଳେଇ ପାରିବ ?

କହିଲି-ଆଉ ପାରିବିନି। ଆଉ ଗୋଟେ ଦିଟା ଇସ୍ୟୁ ପରେ ବନ୍ଦ କରିଦେବି। ଭଲ ଭାବରେ ନିଜକୁ ପ୍ରସ୍ତୁତ କରିସାରିଲା ପରେ ବାହାର କରିବି। ଯେମିତି ଆଉ ବନ୍ଦ ହେବନି।

ସୌମ୍ୟବାବୁ କହିଲେ-ବନ୍ଦ କରିବ କାହିଁକି। ମୁଁ ସାହାଯ୍ୟ କରିବି ମୋ ପ୍ରେସରେ ପ୍ରିଣ୍ଟ ହେବ।

–କେତେ ଟଙ୍କା ଖର୍ଚ୍ଚ ହେବ ?

–କିଛି ଖର୍ଚ୍ଚ ହେବନି। ସବୁ ମୋର ଖର୍ଚ୍ଚ। ସପ୍ତାହରେ ଥରେ ବାହାରିବ। ମୟୁରଭଞ୍ଜକୁ ଯେତେ ସମ୍ବାଦ ଦୈନିକ କାଗଜ ଆସିବ ତା ସହିତ ଲୋକଙ୍କ ଘରେ ପହଞ୍ଚିଯିବ। କିନ୍ତୁ ତୁମ ପତ୍ରିକାର ନାଁ ବଦଳି ଯିବ। ଭଞ୍ଜ ଚନ୍ଦ୍ରିକା ବଦଳରେ “ମୟୁରଭଞ୍ଜ ସମ୍ବାଦ” ନାଁ ରହିବ। ତୁମେ ଏବେଠୁ ନିଉଜ୍ ଆଉ ଲେଖା ସଂଗ୍ରହ କର। ଏସବୁ ପଠାଇବା ଆଗରୁ ଅମୁକ ତାରିଖ ଦିନ ମତେ ଭୁବନେଶ୍ୱର ରେ ଦେଖା କରିବ।

ଶ୍ରୀଯୁକ୍ତ ପଟ୍ଟନାୟକଙ୍କ କହିବା ଅନୁଯାୟୀ ମୁଁ ଦିନେ ରାତିରେ ଯାତ୍ରା ଆରମ୍ଭ କରି ଖୁବ୍ ଭୋର୍ ରୁ ଯାଇ ତାଙ୍କ ଶିରିପୁରସ୍ଥ ବାସ ଗୃହରେ ପହଞ୍ଚିଗଲି। ମୋ ଆସିବା ଖବର ଶୁଣି ବିଛଣା ଛାଡ଼ି ଉଠିଲେ। ମତେ ଘର ଭିତରକୁ ଡାକିଲେ। ଘର ଭିତରୁ ଆମ ଦୁହିଁଙ୍କ ପାଇଁ ଚାହା ଆସିଲା। ଚାହା ପିଇବା ସମୟ ମଧ୍ୟରେ କଥାବାର୍ତ୍ତା ହେଉଥିଲୁ। ସେ ତାଙ୍କର ଚାହା ଦେଇଥିବା କର୍ମଚାରୀଙ୍କୁ ଡାକି କହିଲେ, ଗତ ସପ୍ତାହର ପେପର୍ ବିଡ଼ାଟା ଆଣ।

କାଗଜ ବିଡ଼ାଟି ଆସିଲା। ସୌମ୍ୟବାବୁ ମତେ କହିଲେ, ତୁମେ ସପ୍ତାହ ସାରାର ପେପର୍ କୁ ଭଲଭାବରେ ଦେଖ। ମୟୁରଭଞ୍ଜ ଜିଲ୍ଲାର କେତେ ନିଉଜ୍ ବାହାରିଛି ଟିପିରଖ।

ତା’ପରେ ସୌମ୍ୟବାବୁ ନିତ୍ୟକର୍ମ କରିବାକୁ ଚାଲିଗଲେ। କିଛି ସମୟ ପରେ ତାଙ୍କ ନିତ୍ୟକର୍ମ ସରିଲା ବେଳକୁ ମୋର ହିସାବ ସରି ଯାଇଥାଏ। ସେ ଆସି ମୋ ପାଖରେ ବସିଲେ ଓ କ’ଣ ଫଳାଫଳ ବାହାରିଛି ଦେଖିବାକୁ ମାଗିଲେ। ମୁଁ କଲମ ଓ ତା’ର ଲମ୍ବ ଆଙ୍ଗୁଳି ହିସାବରେ ମାପି ଲେଖିଥାଏ। ସୌମ୍ୟବାବୁ ତାକୁ ହିସାବ କରି ଦେଖିଲେ। କହିଲେ, ଗୋଟିଏ ସପ୍ତାହ ଭିତରେ ମୟୁରଭଞ୍ଜର ଖବର ଅଧ ପୃଷ୍ଠାଏ ବି ହେଉନି। ଏଥିରେ ସ୍ୱତନ୍ତ୍ର ପୃଷ୍ଠା କେମିତି ବାହାରିବ।

ମୁଁ ନୀରବ ରହିଲି। ମତେ ଭାରି ଦୁଃଖ ଲାଗିଲା। ଏତେ ବଡ଼ ଆଶା ଫସର ଫାଟିଗଲା ଜାଣି ମୋ ଆଖି ଛଳଛଳ ହୋଇଗଲା। ସୌମ୍ୟବାବୁ କହିଲେ, କ’ଣ ଚିନ୍ତା କରୁଛ।

ମୁଁ ଅସହାୟ ଦୃଷ୍ଟିରେ ତାଙ୍କୁ ଚାହିଁଲି। ମୋ ଦୃଷ୍ଟିରୁ ବୋଧହୁଏ ମୋର ମନର ଅବସ୍ଥାକୁ ସେ ଦେଖି ପାରିଲେ। କହିଲେ, ଗୋଟେ କାମକର। ଆସନ୍ତା ଏକ ତାରିଖରୁ ପ୍ରେସ୍ ରେ ଜଏନ୍ କର। ମୟୁରଭଞ୍ଜର ଟେବୁଲ୍ ଦାଇତ୍ଵରେ ରହି କାମକର। ଯେତେବେଳେ ଆମେ ଦେଖିବା ନିଉଜ୍ ଯଥେଷ୍ଟ ହୋଇଗଲା ଆମେ ତା ସହିତ ପ୍ରବନ୍ଧ ଓ ଗପ ମିଶାଇ କ୍ରୋଡପତ୍ରଟିଏ ବାହାର କରିବା।

ମୁଁ ସିଧାସଳଖ ମନା କରିଦେଲି। କହିଲି, ସାର୍, ଆମର ହୋଲସେଲିଂ ବେପାର ଓ ଦୋକାନ ଅଛି । ଖବରକାଗଜରେ ଚାକିରୀ କରିବା ପାଇଁ ଆମ ଘରେ ମତେ ଭୁବନେଶ୍ବର ଛାଡ଼ିବେନି।

ଏତିକି କହି ଠିଆହେଲି। ସୌମ୍ୟବାବୁ କହିଲେ, ବସ। ପତ୍ରିକା ବାହାର କରିବା କ’ଣ ସହଜ କଥା। ଏତିକିରେ ତୁମର ସାହିତ୍ୟ ପ୍ରତି ଡେଡିକେସନ୍ ସରିଗଲା ! ହେଉ ତୁମେ ଯାଅ। ନିଉଜ୍, ଗଳ୍ପ, ପ୍ରବନ୍ଧ, ମୟୁରଭଞ୍ଜର ସଂସ୍କୃତି ବିଷୟରେ ଯାହା ଲେଖା ସଂଗ୍ରହ କରିବ ନେଇକି ଆସ।

ତା’ପରେ ମୁଁ ପୁରା ଆଗ୍ରହରେ ଲାଗିପଡିଲି। ଜିଲ୍ଲାସାରା ସମ୍ବାଦିକ ମୁତୟନ କରିଦେଲି। ସମସ୍ତଙ୍କ ଠାରୁ ଲେଖା ଓ ନିଉଜ୍ ସଂଗ୍ରହ କରି ପୁଣି ଶିରିପୁରସ୍ଥ ସୌମ୍ୟବାବୁଙ୍କ ଘରକୁ ଗଲି। ସାକ୍ଷାତ କଲି ଓ ଦେଇ ଆସିଲି। ସେ କେବଳ ପଚାରିଲେ, ଅତି କମରେ ଚାରି ପାଞ୍ଚଟା ସଂଖ୍ୟା ପାଇଁ ସଂଗ୍ରହ କରିଛତ।

ମୁଁ ଆଗ୍ରହରେ ମୁଣ୍ଡହଲାଇ ସମ୍ମତି ଜଣାଇଲି। ସେ ଆଉ ମୋ ପ୍ରତି ଆଗ୍ରହୀ ଥିଲା ଭଳି ଜଣା ଗଲେନି। ବସିବାକୁ କହିଲେନି କି ଅଧିକ କଥାବାର୍ତ୍ତା କଲେନି। ବ୍ୟସ୍ତ ମଣିଷ। ତେଣୁ ଅନ୍ୟ କିଛି ଚିନ୍ତାରେ ଥିବେ ମନେକରି ଯଥାଶୀଘ୍ର ନମସ୍କାର କରି ଚାଲି ଆସିଲି। ଆଶା ଥିଲା ଏତେ ବଡ଼ ଲୋକ କେବେ ଜବାବ୍ ରେ ଖିଲାପ୍ କରିବେନି।

୧୯୮୬ ମସିହା ଜାନୁଆରୀ ମାସ।

ସୌମ୍ୟବାବୁଙ୍କ ସହିତ ଶେଷ ସାକ୍ଷାତର ଦଶବାର ଦିନ ପରେ ମୟୁରଭଞ୍ଜ ସମ୍ବାଦ ବାହରି ଆସିଲା। ମୁଁ ଆଗ ଓଲଟପାଲଟ କରି ଦେଖିନେଲି ମୋ ନାଁ କେଉଁଠି ଅଛି। ଦେଖିଲି ମୋ ନାମ ନାହିଁ। ଏ କାଗଜର ମୁଁ ସମ୍ପାଦକ ନୁହେଁ। ସୌମ୍ୟବାବୁଙ୍କୁ ଫୋନ କଲି-ସମ୍ପାଦକ ହିସାବରେ ମୋ ନାଁ କାହିଁକି ବାହାର କରିନାହାନ୍ତି ?

ବୁଝେଇ ଦେଲେ – ଏବେ ତୁମେ ହୋଇପାରିବ ନାହିଁ। ସେଥିପାଇଁ ବହୁତ ନିୟମ ଅଛି।……

ମୁଁ ଠିକଠାକ ବୁଝିଗଲି। ଦୁଃଖ କଲେବି ଖୁସିହେଲି। ମୋର ସମ୍ମାନ ବଢିଗଲା। ଯାହାହେଉ ମୁଁ ଯେ ସମ୍ବାଦ ପ୍ରେସ୍ ରୁ ଖବରକାଗଜ ପ୍ରକାଶ କରିବି କହୁଥିଲି, ସେକଥା ସତ ହେଲା। ସବୁଠୁ ବେଶି ଖୁସିହେଲେ ନିମାଇଭାଇ।

ମୁଁ ନିମାଇଭାଇଙ୍କ ପରାମର୍ଶରେ, ଦୁଃଖ ନକରି କାମରେ ଲାଗିଗଲି। ପୁଣି ଲେଖା ଓ ନିଉଜ୍ ପଠେଇଲି। ପନ୍ଦର ଦିନପରେ ପୁଣି ମୟୁରଭଞ୍ଜ ସମ୍ବାଦ ଆସିଗଲା।

ପରବର୍ତ୍ତୀ ସଂଖ୍ୟା ପାଇଁ ଲାଗିପଡିଲି। ଲେଖା ଓ ନିଉଜ୍ ପଠେଇଲି। ପନ୍ଦର କୋଡିଏ ଦିନ ଗଲା ପେପର ବାହାରିଲା ନାହିଁ। କିଛି ଅସୁବିଧା ଥିବ ଭାବି ନିରବ ରହିଲି। କିନ୍ତୁ ଲେଖା ଓ ନିଉଜ୍ ସଂଗ୍ରହ କରି ପଠେଇ ଚାଲିଲି। ତେବେବି ବାହାରିଲା ନାହିଁ।

ଅଧର୍ଯ୍ୟ ହୋଇ ଫୋନକଲି-ସାର୍ , ପେପର୍ ବାହାର କରୁ ନାହାନ୍ତି କାହିଁକି। ଲୋକ ମତେ ପଚାରି ପଚାରି ବ୍ୟସ୍ତ କରି ପକାଇଲେଣି।

ସୌମ୍ୟବାବୁ କହିଲେ-ଆଉ ବାହାରିବ ନାହିଁ। ମୁଁ ଗୋଟେ ଏକ୍ସପେରିମେଣ୍ଟ କରୁଥିଲି। ପ୍ରତ୍ୟେକ ଜିଲ୍ଲାପାଇଁ ଗୋଟେ ଗୋଟେ ଏମିତି କ୍ରୋଡପତ୍ର ବାହର କଲେ କେମିତି ହେବ। ଜାଣିଲି ଓଡ଼ିଶା ପାଇଁ ସେପରି ସମୟ ହୋଇନାହିଁ।

ମୁଁ ଏକାଥରେ ନିରବ ହୋଇଗଲି। ସୌମ୍ୟବାବୁ ଖବରକାଗଜ ସହିତ ମୋ ଭାବପ୍ରବଣତାର ମଧ୍ୟ ଏକ୍ସପେରିମେଣ୍ଟ କରିଦେଲେ।

2014 ମସିହାରେ ଶେଷଥର ପାଇଁ ତାଙ୍କ ସହିତ ମୋର ଦେଖା ହୋଇଥିଲା। କୁଆଖିଆ ଲକ୍ଷ୍ମୀନାରାୟଣ ପୂଜା କମିଟି ସେଇବର୍ଷ ଗୋଟିଏ ସ୍ମରଣିକା ପ୍ରକାଶ କରିଥିଲେ। ତା’ର ସମ୍ପାଦନା ଦାୟିତ୍ଵ ମୋତେ ଦେଇଥିଲେ। ମୋଟ ଏକଲକ୍ଷ ସାତ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ଏହା ଡିସେମ୍ବର ମାସରେ ପ୍ରକାଶ ପାଇଥିଲା। ତା ପୂର୍ବରୁ ଦୁର୍ଗାପୂଜା ଯାଇଥାଏ। ଓଡ଼ିଶା ଓ କଲିକତାରୁ ଗୁଡ଼ାଏ ଓଡ଼ିଆ ପତ୍ରିକା ପ୍ରକାଶ ପାଇଥାଏ। 

ସେଥିରୁ ଶ୍ରେୟା ଓ ପ୍ରତିବେଶୀ ନାମକ ଦୁଇଟି ପତ୍ରିକାର ମଲାଟ ଏମ୍ବୋସ୍ କରା ଯାଇଥାଏ। ତୃତୀୟ ପତ୍ରିକା ହିସାବରେ ଲକ୍ଷ୍ମୀନାରାୟଣ ପୂଜା କମିଟି ସ୍ମରଣିକା “ନିର୍ବାଣ” ର ମଲାଟ ଏମ୍ବୋସ୍ କରାଯାଇଥାଏ। ଏମ୍ବୋସ୍ କରିଲା ବାଲା ନିର୍ବାଣ ର ଗେଟଅପ୍ ସବୁଠୁ ସୁନ୍ଦର ବୋଲି କହିଲେ।

ଦେବେନ୍ଦ୍ର ପଣ୍ଡା, ଗାଁ ହିସାବରେ ସାନଭାଇ ହେବେ। ତାଙ୍କର ସୌମ୍ୟବାବୁଙ୍କ ସହିତ ସୁ ସମ୍ପର୍କ ଥିଲା। ସେ ପତ୍ରିକାଟି ଦେଖି ଖୁବ୍ ପ୍ରଶଂସା କଲେ। ଏହାର ପୂର୍ବରୁ ମୟୁରଭଞ୍ଜ ସମ୍ବାଦ କଥା ମଧ୍ୟ ମୋଠାରୁ ଶୁଣିଥିଲେ। ହଠାତ୍ ଦେବେନ୍ଦ୍ର କହିଲେ, ସ୍ମରଣିକାଟି ସୌମ୍ୟବାବୁଙ୍କୁ ଉପହାର ଦେବା ଯୋଗ୍ୟ ବହିଟିଏ ହୋଇଛି। ଚାଲ, ତାଙ୍କ ସହିତ ଦେଖା କରି ଆସିବା।

ଅଠେଇଶ ବର୍ଷ ତଳର କଥା। ମୋ ଚେହେରା ପୁରା ବଦଳି ଯାଇଛି। ସେଦିନର ଘଟଣାଟି ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସ୍ମୃତିର କୋଉ ପଛ ଆଡ଼କୁ ପଳେଇଥିବ। 

କହିଲି, ନାଇଁରେ ବାପି, ସିଏ ମତେ ଆଉ ଚିହ୍ନି ପାରିବେନି। ଆଉ ଗେଞ୍ଜି ହୋଇ ଚିହ୍ନା ପରିଚୟ ହେବାକୁ ମୋତେ ଭଲ ଲାଗିବନି।

ବାପି କହିଲା, ନ ଚିହ୍ନନ୍ତୁ। ପତ୍ରିକାଟିଏ ଗିଫ୍ଟ ଦେବା କାମଟା ତ ଖରାପ ନୁହେଁ ନାଁ। ସିଏ ଅନେକ ବର୍ଷରୁ ଛାପାଛାପି କାମ ସହିତ ସମ୍ପୃକ୍ତ। ଏଭଳି ସୁନ୍ଦର ପତ୍ରିକାଟିଏ ଦେଖିଲେ ନିଶ୍ଚୟ ଦି ପଦ କଥାବାର୍ତ୍ତା କରିବେ।

ମୟୁରଭଞ୍ଜ ସମ୍ବାଦର ଜେରକ୍ସ [ ତଳେ ଥିବା ଚିତ୍ର ] କପିଟିଏ ଓ ବାରିପଦାରେ ତାଙ୍କ ସହିତ ହୋଇଥିବା ସମ୍ପର୍କର ସମ୍ପୂର୍ଣ୍ଣ ବିବରଣୀ ଲେଖି ସାଙ୍ଗରେ ନେଇ ଗଲି। ତାଙ୍କ ପାଖରେ ପହଞ୍ଚିଲୁ। ପ୍ରଥମ ମୁଁ ତାଙ୍କୁ ମୟୁରଭଞ୍ଜ ସମ୍ବାଦର ଜେରକ୍ସ କପିଟି ଦେଲି। ସେଇଟିକୁ ସେ ଖୁବ୍ ଆଦରରେ ଦେଖିସାରି ମୋତେ ସିଧାସଳଖ ଚାହିଁଲେ। ବୋଧହୁଏ ମୋ ନାମଟି ମନେ ପକାଇବା ଭଳି ଗୋଟେ ଅସମ୍ଭବ କାମ କରିବାକୁ ଚେଷ୍ଟା କରୁଥିଲେ। ତେଣୁ କହିଲି, ସାର୍, ମୁଁ ହରେକୃଷ୍ଣ ସାହୁ। ଏଇ ଜିନିଷଟିକୁ ପ୍ରକାଶ କରିବା ପାଇଁ ଆପଣଙ୍କ ପାଖରେ ଦିନେ ଜିଦ୍ କରିଥିଲି। ଆପଣଙ୍କ ସହିତ ମୋ ସମ୍ପର୍କ ବିଷୟରେ ଏଇଥିରେ ଲେଖି ଆଣିଛି।

A-4 ସାଇଜ୍ ର ଚାରି ପୃଷ୍ଠାର ହାତଲେଖା ଦେଲି। ପଢ଼ି ସାରିବା ପରେ ବୋଧହୁଏ ତାଙ୍କର ସବୁ ମନେ ପଡ଼ିଗଲା। କହିଲେ, ଏବେ କ’ଣ କରୁଛ ? ତୁମେ ଏପର୍ଯ୍ୟନ୍ତ ରାଜନୀତି କରିନାହଁ ? ଏତେବର୍ଷ ହେଲା ସେଇ ଲେଖାଲେଖି, ସାହିତ୍ୟ ରେ ମନ ଦେଇଛ ?

ସମାଜ ପାଇଁ ଏତେଦିନ ଧରି କାମ କରିବା ପରେବି ରାଜନୀତିକୁ ଆସିନାହଁ ? ତୁମେମାନେ ନ ଆସିଲେ ଭଲକାମ କେମିତି ହେବ ? ଦେବେନ୍ଦ୍ର, ତୁମେ ଧର୍ମଶାଳାରୁ ଠିଆ ହୁଅ ? ତୁମେ ପାରିବ। ହରେକୃଷ୍ଣ, କୋରେଇରୁ ଠିଆ ହୁଅ। ଆମ ଓଡ଼ିଶା ଦିନକୁ ଦିନ ଉନ୍ନତି କରୁଛି।

ଦେବେନ୍ଦ୍ର କହିଲେ, ସାର୍, ନନାଙ୍କର ରାଜନୀତି ପାଇଁ ଆଦୌ ଆଗ୍ରହ ନାହିଁ। ପ୍ରେସ୍ ରେ କିଛି କାମ ଦିଅନ୍ତୁ।

ସୌମ୍ୟବାବୁ ମୋତେ କହିଲେ, ତୁମକୁ ସମ୍ବାଦରେ ଜଏନ୍ କରିବା ପାଇଁ ଯେତେବେଳେ କହିଥିଲି ତୁମେ କାମ କରିଥିଲେ ଆଜି କେତେ ଗୁରୁତ୍ୱପୂର୍ଣ୍ଣ କାମ କରୁଥାନ୍ତ। ମୁଁ ଯେଉଁ କଥା କହିଲି ସେ ବିଷୟରେ ଚିନ୍ତା କର।

ଦେବେନ୍ଦ୍ର ଧର୍ମଶାଳାର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ କାଙ୍ଗାଳି ଚରଣ ପଣ୍ଡାଙ୍କ ପୁତୁରା ଥିଲେ। ତାଙ୍କର ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହ ଥିଲା। ଦଳୀୟ ଟିକେଟ ପାଇବା ପାଇଁ ସେ ଥରେ ଖୁବ୍ ଚେଷ୍ଟା ଓ ଖର୍ଚ୍ଚ କରିଥିଲେ। ଏକଥା ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ଭଲ ଭାବରେ ଜଣାଥିଲା। ତେଣୁ ସେ ଏପରି କହିଲେ।

ଆମେ ତାଙ୍କ ପାଖରୁ ଚାଲି ଆସିଲୁ।

ତାଙ୍କ ପାଖରେ ମୟୁରଭଞ୍ଜ ସମ୍ବାଦର କୌଣସି ସନ୍ତକ ନଥିଲା। ତେଣୁ ସେଇ ଜେରକ୍ସ କପିଟି ଆଗ୍ରହରେ ରଖିଲେ। 


  • ଲେଖକ: ହରେକୃଷ୍ଣ ସାହୁ
  • ପ୍ରଥମ ପ୍ରକାଶନ:
  • ଅନ୍ୟାନ୍ୟ ପ୍ରକାଶନ ବିବରଣୀ:
  • ଅନ୍ୟ ଲିଙ୍କ:  Suravi Odia
  • © Copyright reserved by Harekrushna Sahu

ଧନ୍ୟବାଦ

Related posts

42 Thoughts to “ବାରିପଦା ଡେଏଜ୍ (ସୌମ୍ୟ ସମ୍ପର୍କ)”

  1. Hey There. I found your blog using msn. This is an extremely
    well written article. I will be sure to bookmark it and come back to read
    more of your useful info. Thanks for the post.
    I’ll certainly return.

  2. hello!,I really like your writing very so much! proportion we keep up a correspondence
    more approximately your post on AOL? I need an expert in this space to unravel
    my problem. Maybe that’s you! Looking forward to see you.

  3. Hey, I think your blog might be having browser compatibility issues.

    When I look at your website in Firefox, it looks fine
    but when opening in Internet Explorer, it has some overlapping.
    I just wanted to give you a quick heads up! Other then that, great blog!

  4. Hi! Do you know if they make any plugins to protect against hackers?

    I’m kinda paranoid about losing everything I’ve worked hard on. Any tips?

  5. Great site you have here but I was wondering if you knew of any discussion boards that cover the same topics discussed here?
    I’d really love to be a part of group where I can get feed-back from other knowledgeable individuals that share the same interest.
    If you have any suggestions, please let me know. Appreciate it!

  6. Hey! I just wanted to ask if you ever have any problems
    with hackers? My last blog (wordpress) was hacked and I ended up losing a few months of hard work due to no back up.
    Do you have any methods to protect against hackers?

  7. Hey just wanted to give you a quick heads up.
    The text in your article seem to be running off
    the screen in Ie. I’m not sure if this is a
    formatting issue or something to do with web browser compatibility but I thought I’d post to let you
    know. The design look great though! Hope you get the issue resolved
    soon. Kudos

  8. Meds information for patients. Generic Name.
    maxalt generic
    Actual what you want to know about medicines. Read information now.

  9. Fantastic post but I was wondering if you could write a litte more on this topic?
    I’d be very thankful if you could elaborate a little bit more.
    Bless you!

  10. Every weekend i used to pay a quick visit this web page, for the reason that i wish for enjoyment, as this this website conations in fact good funny material too.

  11. Hey there! I’ve been reading your blog for a while now
    and finally got the bravery to go ahead and give you a
    shout out from Lubbock Texas! Just wanted to tell you keep up the fantastic work!

  12. First off I want to say awesome blog! I had a quick question which I’d like to ask if you
    don’t mind. I was interested to find out how you center yourself
    and clear your mind prior to writing. I have had trouble clearing my mind in getting my ideas out there.
    I truly do enjoy writing but it just seems like the first 10 to 15 minutes are usually lost just trying to figure out how to begin. Any suggestions or hints?
    Appreciate it!

  13. Today, while I was at work, my cousin stole my apple
    ipad and tested to see if it can survive a 40 foot drop,
    just so she can be a youtube sensation. My iPad is now
    destroyed and she has 83 views. I know this is entirely off topic but I
    had to share it with someone!

  14. After I originally left a comment I seem to have clicked on the -Notify me when new comments are added- checkbox and now every time a comment is added I receive 4 emails with the same
    comment. Is there a way you are able to remove me from that service?
    Thank you!

  15. Inspiring story there. What happened after? Take care!

  16. Sal

    We stumbled over here different website and thought I
    might as well check things out. I like what I see so now i
    am following you. Look forward to exploring your web page repeatedly.

  17. Thank you for sharing your thoughts. I really appreciate your efforts and I am waiting for
    your further post thank you once again.

  18. Hi it’s me, I am also visiting this site daily, this web site is in fact good
    and the users are actually sharing fastidious thoughts.

  19. Excellent beat ! I would like to apprentice whilst you amend your site, how could i subscribe for a weblog web site?
    The account aided me a applicable deal. I were tiny bit acquainted of this your broadcast provided vibrant clear idea

  20. It’s very easy to find out any matter on net as
    compared to textbooks, as I found this piece of writing at this
    site.

  21. It is the best time to make some plans for the long run and it is time to be happy.
    I’ve read this publish and if I may just I wish to counsel you few fascinating things or advice.
    Maybe you can write next articles referring to this article.
    I desire to read more issues about it!

  22. Terrific post however I was wanting to know if you could
    write a litte more on this subject? I’d be very grateful if you could elaborate a little bit more.
    Cheers!

  23. AU

    You really make it appear really easy together with your presentation but I in finding this topic to
    be actually something that I believe I’d by no means understand.
    It seems too complicated and extremely vast
    for me. I am taking a look forward on your next post, I will try
    to get the hold of it!

  24. Greetings, I think your web site might be having browser compatibility
    issues. Whenever I take a look at your blog in Safari, it looks fine however when opening in IE, it has some overlapping issues.
    I just wanted to provide you with a quick heads up!
    Other than that, fantastic blog!

  25. They are now viewed as a single of the top rated proiders
    in the US in terms of gaming software.

    Lookk into my webpage :: Online Casino Games

  26. gives the finest on the internet Online Casino Blackjack gambling knowledge.

  27. There are also vazriations on rules (e.g. Pontoon, French,
    Blackjack Switch, 1000 Diamond Bet), the number of players (multiplayer) and also
    the general setup (live dealer).

    Here is my webpage … Online casino

  28. Hi this is somewhat of off topic but I was wanting to know
    if blogs use WYSIWYG editors or if you have to manually code with HTML.
    I’m starting a blog soon but have no coding skills so I wanted to get advice from someone with experience.
    Any help would be greatly appreciated!

  29. Hello! Quick question that’s totally off topic. Do you know how
    to make your site mobile friendly? My blog looks
    weird when browsing from my iphone 4. I’m trying to find a template or plugin that might be able
    to correct this problem. If you have any recommendations, please share.
    Thank you!

  30. Hi there, everything is going fine here and ofcourse every one is sharing data,
    that’s genuinely fine, keep up writing.

  31. The safest course of action is to not open a true revenue account in the initially location.

    Feel free too visit my website – Lyle

  32. Most sites will mainly provide slot games along with table games like blackjack, roulette, and poker.

    Feel free to surf to my webpage: 카지노사이트순위

  33. Positioned inside 1 of Korea’s largest integrated resorts, visitors can gamble away in luxury.

    Feel free to visit my blog … Korean Casino Site

  34. With theior full talent on show aand the wide selection of muical genres covered,
    PGR is sure tto connect with and entertain any audience.

    My website casino Site

  35. Ira

    I loved as much as you will receive carried out right here.
    The sketch is tasteful, your authored material stylish.
    nonetheless, you command get bought an edginess over that you wish be delivering the following.
    unwell unquestionably come further formerly again as exactly
    the same nearly a lot often inside case you shield this increase.

  36. WllkeiVof

    I was in reality itching to get some wager some monied on some sports matches that are circumstance right now. I wanted to say you guys identify that I did spot what I ruminate on to be the a-one orientation in the USA.
    If you want to get in on the exertion, verify it out-moded: http://gamblinghub.pro/

  37. CraigHeimi

    Мы предлагаем вам профессиональное благоустройство, которое подчеркнет красоту вашего дома или бизнеса и создаст уютную атмосферу для отдыха и работы.
    Наши специалисты имеют богатый опыт в области ландшафтного дизайна и готовы воплотить в жизнь любые ваши идеи. Мы используем только качественные материалы и современное
    оборудование, чтобы обеспечить долговечность и красоту вашего ландшафта – [url=https://www.infpol.ru/261220-v-kakikh-sluchayakh-nuzhna-rekonstruktsiya-avtomobilnoy-dorogi/]реконструкция автомобильной дороги.[/url]

  38. Cool, I’ve been looking for this one for a long time
    _________________
    i казино на русские рубли

  39. iStore este sursa ta de incredere cu informatii actualizate si complete despre produsele Apple. Aici vei gasi cea mai larga gama de dispozitive – de la cele mai recente iPhone-uri care schimba literalmente lumea tehnologiei mobile, pana la puternicele computere Apple Mac care au devenit standardul printre profesionistii creativi.

Leave a Comment