ଦେଖି ନେବା ଲାଳିକା, କାଳି ବୋଳି ବୋଳିକା: ଓଡ଼ିଆ ଲାଳିକାର ସଂଜ୍ଞା ଓ ପରିସର

Suravi Odia ଲେଖକ: ଶ୍ରୀ ସୁମନ୍ୟୁ ଶତପଥି Shree Sumanyu Satapathy

ଦେଖି ନେବା ଲାଳିକା, କାଳି ବୋଳି ବୋଳିକା: ଓଡ଼ିଆ ଲାଳିକାର ସଂଜ୍ଞା ଓ ପରିସର ଲେଖକ: ଶ୍ରୀ ସୁମନ୍ୟୁ ଶତପଥି Shree Sumanyu Satapathy ….. ଲାଳିକା ଏକ ଗୌଣ ସାହିତ୍ୟ-ବିଭାଗ ବିବେଚିତ ହେଲେ ମଧ୍ୟ ଏହା ଗଣ-ସାହିତ୍ୟ-ସଂସ୍କୃତିର ଏକ ଅଭିନ୍ନ ଅଂଶ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହାର ଲୋକପ୍ରିୟତା ନା କୌଣସି ଗୋଟିଏ ସାମାଜିକ ସ୍ତର ମଧ୍ୟରେ ସୀମିତ, ନା ଏହା କୌଣସି ପିଢ଼ି-ଜନିତ ସୀମାର ଅଧୀନ । ସ୍କୁଲରେ ପଢ଼ୁଥିବା ପିଲା ପ୍ରାର୍ଥନା ଠାରୁ ଆରମ୍ଭ କରି ସଂସ୍କୃତ ଶବ୍ଦ ବା ଧାତୁରୂପକୁ ବିକୃତ (ଲାଳିକା) କରି ଆନନ୍ଦ ପାଇଥାନ୍ତି, ଠିକ୍ ସେହିପରି କଲେଜ ପଢ଼ୁଆ ଛାତ୍ରଛାତ୍ରୀ ପରିଚିତ ସିନେମା ସଙ୍ଗୀତ କିମ୍ବା ସଂଳାପକୁ ଲାଳିକା କରିବାରେ ଧୁରନ୍ଧର ହୋଇଥାନ୍ତି । ପୂର୍ବେ କୌତୁକପ୍ରିୟ ଯୁବଗଣ ରେଡିଓ ଉଦଘୋଷକଙ୍କ ସମ୍ବାଦ ପରିବେଷଣର…

Read More

କୁଞ୍ଜବିହାରୀ ତ୍ରିପାଠୀ

Kunjabihari Tripathy

କୁଞ୍ଜବିହାରୀ ତ୍ରିପାଠୀ ଲେଖକ: ଶ୍ରୀ ବୈକୁଣ୍ଠନାଥ ଖଟୁଆ Shree Baikunthnath Khatua ସଂସ୍କୃତ ଭାଷା ଆଜି ପାଲା ଆଉ ବହି ଭିତରେ ରହିଛି । ସେ ଭାଷାକୁ କେହି ପଚାରୁ ନାହାନ୍ତି । ସଂସ୍କୃତ ଭାଷା ଏହି ଭାରତ ଭୂଇଁରେ ଦୀର୍ଘ ୩୨୦୦ ବର୍ଷ ଧରି ରାଜୁତି କରି ଆସିଥିଲା । ଲେଖାଲେଖି ହିସାବକିତାବ ପୋଥିପୁରାଣ କାବ୍ୟକବିତା ଓ ଦସ୍ତାବିଜ ସବୁ ସେଇ ସଂସ୍କୃତରେ ଚାଲିଥିଲା । ଆଜି ଏହା ଅପାଂକ୍ତେୟ । ଭାଷା ନୁଖୁରା ହୋଇ ପଡି ରହିଛି : ବ୍ୟବହାର ନାହିଁ । କିନ୍ତୁ ବ୍ରାହ୍ମୀ ଅକ୍ଷରରୁ କେମିତି ଓଡିଆ ଅକ୍ଷର ବାହାରିଲା ତା ଉପରେ ଗବେଷଣା କରିବାରେ ଜଣେ ଲୋକ ସଫଳ ହୋଇଥିଲେ ସେ ହେଉଛନ୍ତି କୁଞ୍ଜବିହାରୀ ତ୍ରିପାଠୀ । ତାଙ୍କର କୃତି ମଧ୍ୟରେ ଓଡିଆ ଅଭିଲେଖ, ପ୍ରାଚୀନ ଓଡିଆ ଗଦ୍ୟ ଓ…

Read More

ବୋଉ

bou

ବୋଉ ଲେଖକ: ହରେକୃଷ୍ଣ ସାହୁ ଓଡିଶା ର ନିଜସ୍ୱ ଓ ମଧୁର ଶବ୍ଦ ହେଲା ବୋଉ। ଶାଶୁ ଶ୍ୱଶୁର ପୁତ୍ରବଧୂ କୁ ବୋହୁ ବୋଲି ସମ୍ବୋଧନ କରନ୍ତି।ଦେଢଶୁର ଓ ବଡଯାଆ ତାକୁ ବୋହୁ ଡାକନ୍ତି। ନଣନ୍ଦ ଦିଅର ମାନେ ନୂଆବୋହୂ ଡାକନ୍ତି। ନବବଧୂଟି ସନ୍ତାନଟିଏକୁ ଜନ୍ମଦିଏ। ସେହି ଶିଶୁଟି ପରିବାର ର ଏହି ଲୋକମାନଙ୍କ କୋଳରେ ବଢେ। ବୁଢାବାପା, ବୁଢିମା, ବଡବାପା, ବଡମା, ଦାଦା,  ପିଉସୀନାନୀ ଇତ୍ୟାଦିଙ୍କ ମୁହଁରୁ ସବୁବେଳେ ଗୋଟିଏ ଶବ୍ଦଶୁଣେ।ବୋହୁ । ତେଣୁ ଶିଶୁଟି ମଧ୍ୟ ସେମାନଙ୍କ ସହିତ ସାମିଲ ହୋଇ ‘ବୋହୁ’ ଡାକିବାକୁ ଚେଷ୍ଟା କରେ।  କିନ୍ତୁ ‘ବୋହୁ’ଶବ୍ଦର ‘ହୁ’ଅକ୍ଷରଟି ଉଚ୍ଚାରଣ କରିପାରେ ନାହିଁ।  ତାର କୋମଳ କଣ୍ଠରେ ‘ହୁ’ଅକ୍ଷରଟି ‘ଉ’ହୋଇଯାଏ।   ବୋହୁ , ଶିଶୁ କଣ୍ଠରେ ହୋଇଯାଏ ବୋଉ। ଦୁଇଟି ଅକ୍ଷର ର ଅନ୍ତରଙ୍ଗ ଶବ୍ଦଟିଏ ବୋଉ। ଯାହାକୁ ଆଜିବି ଆମ…

Read More